ରାଉରକେଲା: କଳୁଙ୍ଗା ଶିଳ୍ପାଞ୍ଚଳର ଏକ କାରଖାନାରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଶ୍ରୀ ମହାବୀର ଫେରୋ ଏସଏମଏଫ-୨ରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୪ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ବିସ୍ଫୋରଣରେ ଗୁରୁତର ୪ଜଣ ଶ୍ରମିକଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା(ଆରଜିଏଚ)ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପ୍ଲାଣ୍ଟରେ ବସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି।
Popular Categories



