www.samajalive.in
Monday, December 8, 2025
20.1 C
Bhubaneswar

ପଖାଳ ଖାଇବା ଦ୍ବାରା ଶରୀରକୁ ମିଳିଥାଏ ଚତ୍ମକାରୀ ଲାଭ

ସବୁବେଳେ ଘରେ ଯେତେ କମ୍‌ ପରିମାଣରେ ଭାତ ରାନ୍ଧିଲେ ମଧ୍ୟ ତାହା ବଳି ଯାଇଥାଏ। ସେହି ବାସୀ ଭାତ​‌​‌ରେ ପାଣି ମିଶାଇ ତାହାକୁ ପରେ ଖିଆଯାଇଥାଏ। ପଖାଳ ଭାତ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି।

ଆମେ ଯେତେବେଳେ ୧୦୦ଗ୍ରାମ ଭାତ ରୋଷେଇ କରିଥାଉ ସେଥିରେ ୩.୪ ମିଲିଗ୍ରାମ ଆଇରନ ରହିଥାଏ। ଯଦି ସମାନ ପରିମାଣର ବାସୀ ଭାତରେ ପାଣି ମିଶାଇ ରଖିବେ ତେବେ ସେଥିରେ ଆଇରନର ମାତ୍ରା ବୃଦ୍ଧି ପାଇ ୭୩.୯୧ ମିଲିଗ୍ରାମ ହୋଇଯିବ। ଏହା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ।

- Advertisement -

ଏହାସହ ପଖାଳ ଭାତରେ ସୋଡିୟମ, କ୍ୟାଲସିୟମ୍‌ର ମାତ୍ରା ବୃଦ୍ଧି ହେବ।

ପଖାଳ ଭାତ ଖାଇବା ଦ୍ବାରା ଶରୀରକୁ ଶକ୍ତି ପ୍ରଦାନ କରୁଥିବା ପୋଷକ ତତ୍ତ୍ବ ମିଳିଥାଏ।

ଏହା ଖାଇବା ଦ୍ବାରା ସତେଜ ଅନୁଭବ ହୋଇଥାଏ।

ପଖାଳ ଭାତ ଖାଇବା ଦ୍ବାରା ଅଲସର ହେବାର ସମସ୍ୟା ଦୂର ହୋଇଥାଏ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories