www.samajalive.in
Monday, December 8, 2025
27.1 C
Bhubaneswar

‘ସମାଜ’ ପ୍ରଭାବ: ଚାନ୍ଦପୁର ପୁଲିସ ତତ୍ପର, ପଥରକଟା ମେସିନ୍ ଜବତ

ରଣପୁରଗଡ଼: ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଚାନ୍ଦପୁର ରାଜସ୍ୱ ମଣ୍ଡଳ ଚାନ୍ଦପୁର ଥାନା ବେଣ୍ଟ ଗ୍ରାମରେ ସରକାରୀ ଗୋଚର ଜାଗାରୁ ବେଆଇନ ଭାବେ ମାଙ୍କଡା ପଥର କଟା ନେଇ ‘ସମାଜ’ରେ ଖବର ପ୍ରକାଶ ପରେ ଖଣି ବିଭାଗ ଓ ଚାନ୍ଦପୁର ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମିଳିତ ଭାବେ ଚଢାଉ କରି ସୋମବାର ବିଳମ୍ବିତ ସନ୍ଧ୍ୟାରେ ଦୁଇଟି ଚେ।ରା ମାଙ୍କଡା ପଥର ପରିବହନ ଗାଡି ଧରିଛନ୍ତି। ସେହିପରି ମଙ୍ଗଳବାର ଦିନ ଦ୍ୱିପ୍ରହରରେ ବେଣ୍ଟ ଚୋରା ଗୋଚର ଖଣିରୁ ପଥର କାଟୁଥିବାବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚାନ୍ଦପୁର ଥାନା ନିରୀକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ, ଉପ ନିରୀକ୍ଷକ ସଞ୍ଜୟ କୁମାର ପରିଡା ସଦଳବଳେ ଚଢାଉ କରି ଗୋଟିଏ ପଥରକଟା ମେସିନ ଜବତ କରିଥିବା ଜଣାପଡ଼ିଛି। ପଥର ମାଫିଆମାନେ ଏନେଇ ନେତାଙ୍କୁ ଗୁହାରୀ କରୁଥିବା ମଧ୍ୟ ଆଲୋଚନା ହେଉଛି। ଏନେଇ ପଥର ମାଫିଆଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories