www.samajalive.in
Monday, December 8, 2025
20.1 C
Bhubaneswar

​ବସ୍ତର ଅଞ୍ଚଳର ମାଓହିଂସା ପୀଡ଼ିତଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଡେସ୍କ: ଛତିଶଗଡ଼ର ବସ୍ତର ଅଞ୍ଚଳରୁ ମାଓବାଦୀ ହିଂସାର ଶିକାର ହୋଇଥିବା ଅନେକ ପୀଡ଼ିତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଭେଟିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି ଯେ ହିଂସାର ମାର୍ଗ ଆପଣାଇବାକୁ କୌଣସି ଉଦ୍ଦେଶ୍ୟ ଯୁକ୍ତିଯୁକ୍ତ କରିପାରିବ ନାହିଁ, ଯାହା ସମାଜ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥାଏ । ବାମପନ୍ଥୀ ଉଗ୍ରବାଦୀଙ୍କୁ ହିଂସା ତ୍ୟାଗ କରିବାକୁ ରାଷ୍ଟ୍ରପତି ମୁର୍ମୁ ଅନୁରୋଧ କରିବା ସହ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି କହିଛନ୍ତି।

ରାଷ୍ଟ୍ରପତି କହିଛନ୍ତି, ଏହା ହେଉଛି ଗଣତନ୍ତ୍ରର ମାର୍ଗ ଏବଂ ମହାତ୍ମା ଗାନ୍ଧୀ ଆମକୁ ଏହି ମାର୍ଗ ଦେଖାଇଥିଲେ। ହିଂସାରେ ଭରା ଏହି ଦୁନିଆରେ ଆମକୁ ଶାନ୍ତିର ମାର୍ଗରେ ଚାଲିବାକୁ ଚେଷ୍ଟା କରିବାକୁ ପଡିବ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories