ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ୱେବସାଇଟର ଟ୍ୱିଟର ଆକାଂଉଟ ହ୍ୟାକ୍ ହୋଇଛି। ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ ୩ଟା ୧୫ ମିନିଟରେ ହ୍ୟାକ୍ ହୋଇଥିବା ଜଣାପଡିଛି। ବ୍ୟକ୍ତିଗତ ଆକାଂଉଟରେ ଅଛନ୍ତି ୨୫ ଲକ୍ଷରୁ ଅଧିକ ଫଲୋଅର୍ସ ରହିଛନ୍ତି। ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହେବା ପରେ ଆକ୍ସନ ମୁଡ଼ରେ ଆସିଯାଇଛନ୍ତି ଟ୍ୱିଟର କର୍ତ୍ତୃପକ୍ଷ । ତୁରନ୍ତ ଏହି ଆକାଉଣ୍ଟରୁ ହୋଇଥିବା ଟ୍ୱିଟ୍କୁ ଡିଲିଟ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ୱେବସାଇଟର ଟ୍ୱିଟର ଆକାଉଣ୍ଟ ହ୍ୟାକ୍
Popular Categories



