www.samajalive.in
Monday, December 8, 2025
27.1 C
Bhubaneswar

ବ୍ୟବହାରଯୋଗ୍ୟ ନୁହେଁ ପିଏମ୍‌ କେୟାର୍ସ ପାଣ୍ଠିରେ ମିଳିଥିବା ଭେଣ୍ଟିଲେଟର

ଚଣ୍ଡିଗଡ଼: ପଞ୍ଜାବର ଫରିଦକୋଟ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ଅବ୍ୟବହୃତ ଭାବେ ପଡ଼ିରହିଛି ଶତାଧିକ ଭେଣ୍ଟିଲେଟର। କେନ୍ଦ୍ର ସରକାର ଗତ ଜୁଲାଇରେ ପିଏମ୍‌ କେୟାର୍ସ ପାଣ୍ଠିରେ ଏଗୁଡ଼ିକୁ ତିନିଟି ଭେଷଜ ମହାବିଦ୍ୟାଳୟ ପାଇଁ ଯୋଗାଇ ଦେଇଥିଲେ। ଡାକ୍ତର ସଂଘ ପକ୍ଷରୁ କୁହାଯାଇଛି ଯେ ଏଗୁଡ଼ିକ ତ୍ରୁଟିଯୁକ୍ତ ଏବଂ ବ୍ୟବହାରଯୋଗ୍ୟ ନୁହେଁ। ଏଗୁଡ଼ିକର ମରାମତି ପାଇଁ ବାରମ୍ବାର କେନ୍ଦ୍ର ସରକାରଙ୍କୁ ନିବେଦନ କରଯିବା ସତ୍ତ୍ବେ ସୁଫଳ ମିଳି ନାହିଁ। ଏବେ ଏଗୁଡ଼ିକ ଆଉ ମରାମତି କରାଯିବା ଅବସ୍ଥାରେ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories