ପାଟଣା: ଢେଙ୍କିକୋଟର ଗୁପଚୁପ ବିକାଳୀ ରାଜୁ ଚୌଧୁରୀଙ୍କ ଶୋଇବା ଘରୁ ଗତକାଲି ସନ୍ଧ୍ୟାରେ ଏକ ନାଗ ସାପ ଉଦ୍ଧାର କରାଯାଇଛି। ଶୋଇବା ଘରେ ସାପ ଦେଖି ରାଜୁ ଢେଙ୍କିକୋଟର ସର୍ପ ଧରାଳି ନାଦୀର ଆନ୍ସାରୀଙ୍କୁ ଖବର ଦେଇଥିଲେ। ନାଦୀର ଘଟଣା ସ୍ଥଳରେ ପହଞ୍ଚି ବିଷାକ୍ତ ନାଗଟି କୁ ଉଦ୍ଧାର କରିଥିଲେ। ଆଜି ସକାଳୁ ଜଙ୍ଗଲରେ ସେ ସାପଟିକୁ ଛାଡ଼ି ଦେଇଛନ୍ତି।
Popular Categories



