www.samajalive.in
Thursday, December 11, 2025
27.1 C
Bhubaneswar

କାର କେନ୍ଦୁଝରରେ, ଫାଷ୍ଟ ଟ୍ୟାଗ କାଟୁଛି ପିପିଲିରେ

ପାଟଣା: କେନ୍ଦୁଝର ଜିଲ୍ଲା ରାଜନଗର ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର କରୁଣା କର ବେହେରାଙ୍କ ଜମା ଖାତାରୁ ପିପିଲି ଟୋଲ ପ୍ଲାଜାରେ ଅନ୍ୟ ଏକ ଗାଡିର ଫାଷ୍ଟ ଟ୍ୟାଗ କଟୁଛି। ଡାକ୍ତର ମହାଶୟଙ୍କ ଏକ ଅଲ୍ଟୋ ଥିବା ବେଳେ ଅନ୍ୟ ଏକ କାରର ଫାଷ୍ଟ ଟ୍ୟାଗ କଟିଛି ପିପିଲି ଟୋଲ ଗେଟରେ। ଏହି ଟଙ୍କା ଡାକ୍ତର ଶ୍ରୀ ବେହେରାଙ୍କ ଜମା ଖାତାରୁ କଟିଯାଇଥିବା ସେ କହିଛନ୍ତି। ଏହି ଭଳି ତାଙ୍କ ଜମା ଖାତାରୁ ତିନି ତିନି ଥର ଟଙ୍କା କଟି ଯାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ଜମା ଖାତା ସହ ଅନ୍ୟ କାରର ଫାଷ୍ଟ ଟ୍ୟାଗ୍ କେମିତି ସଂଯୁକ୍ତ ହେଲା ସେ ଜାଣିପାରୁନଥିବା ପ୍ରକାଶ କରିବା ସହ ଏହି ଭଳି ବେନିୟମ କାର୍ଯ୍ୟକୁ ଡାକ୍ତର ବେହେରା ନାପସନ୍ଦ କରିବା ସହ ତାଙ୍କ ଫାଷ୍ଟ ଟ୍ୟାଗ ଜମା ଖାତାରୁ ଉକ୍ତ ଗାଡି ନମ୍ବରକୁ ବାଦ କରିବା ପାଇଁ ସେ ମତ ରଖିଛନ୍ତି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories