www.samajalive.in
Sunday, December 7, 2025
16.1 C
Bhubaneswar

କଟକ ବଡ଼ ଡାକ୍ତରଖାନାରେ ଆରମ୍ଭ ହେଲା ପାସ୍ ବ୍ୟବସ୍ଥା

କଟକ: ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆରମ୍ଭ ହେଲା ପାସ୍ ବ୍ୟବସ୍ଥା। ଏଣିକି ରୋଗୀଙ୍କ ସହ ଥିବା ସମ୍ପର୍କୀୟଙ୍କ ପାଇଁ ପାସ୍ ଲାଗୁ କରିଛନ୍ତି ଏସସିବି କର୍ତ୍ତୃପକ୍ଷ। ଡାକ୍ତରଙ୍କ ୱାର୍ଡ଼ ଭ୍ରମଣ ସମୟରେ ଦୁଇ ଜଣ ସମ୍ପର୍କୀୟ ରୋଗୀଙ୍କ ସହ ରହି ପାରିବେ। ଏହାପରେ ପୂର୍ବପରି ଜଣେ ହିଁ ସମ୍ପର୍କୀୟ ରୋଗୀଙ୍କ ସହ ରହିପାରିବେ ବୋଲି ସ୍ପଷ୍ଟ କରିଛନ୍ତି ଏସସିବି କୂଳସଚିବ। ଏହାରି ମଧ୍ୟରେ ରୋଗୀଙ୍କ ପାଖରେ ସହାୟକର ପରିଦର୍ଶନ ସମୟ ସକାଳ ୭.୩୦ ରୁ ୯ ଟା। ଏହାପରେ ମଧ୍ୟାହ୍ନ ୧ ରୁ ୨ ଓ ସନ୍ଧ୍ୟା ସମୟରେ ୭.୩୦ ରୁ ୯ ଘଟିକା ପର୍ଯ୍ୟନ୍ତ ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories