www.samajalive.in
Monday, December 8, 2025
27.1 C
Bhubaneswar

ଓମ ସାଇ ବିହାର ପ୍ରିମିୟର ଲିଗ୍, ଉଇନର ଇଲେଭେନ୍ ଚାମ୍ପିୟନ

ଭୁବନେଶ୍ବର : ଓମ ସାଇ ବିହାର ପ୍ରିମିୟର ଲିଗ୍, ଗାଡକଣ ଭୁବନେଶ୍ବର ଅଞ୍ଚଳରେ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ସଂସ୍କରଣ ଶାନ୍ତିଶୃଙ୍ଖଳାର ସହ ଆୟୋଜିତ ହେଇଯାଇଛି। ଏଥର ନାଇଟ୍ ରାଇଡର୍ସ୍, ସୁଲତାନ ଫାଇଟର୍ସ୍, ସାଇଲେଣ୍ଟ୍ ୱାରିୟର୍ସ୍, ଲାୟନ୍ ହାର୍ଟସ୍, ଉଇନର ଇଲେଭେନ୍, ଭାମ୍ପାୟାର୍ସ, ରୟାଲ୍ ରାଇଡର୍ସ୍, ଦାଶରଜା ଷ୍ଟାଇକର୍ସ୍ ୮ଟି ଦଳ ଅଂଶଗ୍ରହଣ କରିଥିଲେ।

ଏଥର ଉଇନର ଇଲେଭେନ୍ ଦଳ ଦମଦାର ପ୍ରଦର୍ଶନ ସହ ବିଜେତା ହେଇ ଚାମ୍ପିୟନ ଟ୍ରଫି ହାସଲ କରିଛି ଏବଂ ଭାମ୍ପାୟାର୍ସ ଦଳ ଶେଷ ପର୍ଯ୍ୟନ୍ତ ଲଢି ଉପ ବିଜେତା ହେଇଛି । ଉଇନର ଇଲେଭେନ୍ ଦଳର ଅଧିନାୟକ ଭାବେ ଶିଶିର ନାଏକ ଖେଳୁଥିଲେ ଅମ୍ପାୟାର୍ସ ଦଳର ଅଧିନାୟକ ଭାବେ ଶୁଭମ ମହାନ୍ତି ଖେଳୁଥିଲେ ମୁଖ୍ଯ ପରିଚାଳନା ଦାୟିତ୍ବରେ ଥିଲେ ମନୋରଞ୍ଜନ ନାଏକ, ସାଗର କୁମାର ବେହେରା ,ବିଷ୍ଣୁ ସାହୁ ଏବଂ ଓମ ସାଇ ବିହାରର ଅନେକ ଯୁବକ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories