www.samajalive.in
Monday, December 8, 2025
20.1 C
Bhubaneswar

ସନ୍ନ୍ୟାସୀ ଶ୍ରୀ ଆତ୍ମାନନ୍ଦଙ୍କ ୮୦ ତମ ଜନ୍ମୋତ୍ସବ ପାଳିତ                               

ପଦ୍ମପୁର: ରାମନାଗୁଡ଼ା ନିକଟସ୍ଥ ବାଙ୍କିଲି ଗ୍ରାମରେ ସମାଜ ସଂସ୍କାରଧର୍ମୀ ସାର୍ବଜନୀନ ସଂଗଠନ ବିଶ୍ବ ବୈଦିକ ପରିବାରର ପ୍ରତିଷ୍ଠାତା ବୈଦିକ ଵିଦ୍ବାନ ସନ୍ନ୍ୟାସୀ ଶ୍ରୀ ଆତ୍ମନନ୍ଦଙ୍କ ୮୦ତମ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ନଗର କୀର୍ତ୍ତନ, ବେଦ ପାଠ, ବୈଦିକ ଭଜନ, ଓମ୍ ଧ୍ଵଜା ଉତ୍ତୋଳନ, ବୃକ୍ଷ ରୋପଣ, ଦାନ ଉତ୍ସବ ଏବଂ ବୈଦିକ ମହାଯଜ୍ଞ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂଜ୍ୟ ଆତ୍ମାନନ୍ଦଜୀ ଆୟୋଜିତ ପଞ୍ଚ ମହାଯଜ୍ଞ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ହବନ ଯଜ୍ଞର ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଉପକାର ବିଷୟରେ ବୁଝାଇଥିଲେ। ବର୍ତମାନର ଜଳବାୟୁ ପରିବର୍ତ୍ତନ ସମ୍ପର୍କୀୟ ସମସ୍ୟାର ସମାଧାନ ପାଇଁ ନିୟମିତ ହଵନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହା ସହିତ ପରବର୍ତ୍ତୀ ସମୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ କିପରି ଲୋକାଭିମୁଖୀ କରାଯାଇପାରିବ ସେଥିପ୍ରତି ସମସ୍ତଙ୍କୁ ଆହ୍ଵାନ କରିଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories