ବାଉଁଶୁଣି: ବୌଦ୍ଧ ବ୍ଲକ୍ ବାଉଁଶୁଣି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡ଼ିଶା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବାଉଁଶୁଣି ମାଁ ମାହେଶ୍ୱରୀ ମହିଳା ସଂକୀର୍ତନ ମଣ୍ଡଳୀ ଗତ ୩ ଦିନ ଧରି ମାଳିପଡ଼ା, ମାଉଲିମୁଣ୍ଡା, ଟିକିରାପଡା, ବଡଝାରକଟା, ବହିରା, ବାଉରିଝାରକଟା, ହରିଡ଼ାପାଲି, ଜଟିପାଲୀ ଆଦି ଗ୍ରାମ ମାନଙ୍କରେ ସଂକୀର୍ତ୍ତନ ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନସନ୍ ଯୋଜନା, ମମତା ଯୋଜନା, ମିଶନ ଶକ୍ତି, ଫସଲ ବୀମା, ୫ଟି ହାଇସ୍କୁଲ୍ ରୂପାନ୍ତରଣ, ଆମ ବ୍ୟାଙ୍କ୍, ଲକ୍ଷ୍ମୀ ବସ୍ ଆଦି ବିଭିନ୍ନ ଯୋଜନା ବିଷୟରେ ଲୋକ ନିକଟରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି।
Popular Categories



