www.samajalive.in
Tuesday, December 9, 2025
16.1 C
Bhubaneswar

ଭ୍ୟାନରୁ ମିଳିଲା ୪ଲକ୍ଷ ୮୯ହଜାର, ପୁଲିସର ତଦନ୍ତ ଜାରି

ନୂଆପଡ଼ା: ଭ୍ୟାନରୁ ୪ଲକ୍ଷ ୮୯ହଜାର ଟଙ୍କା ଜବତ କଲା ପୁଲିସ। ନୂଆପଡ଼ା-ବରଗଡ଼ ସୀମାନ୍ତ ସାହିପାଲା ଚେକ ପୋଷ୍ଟରୁ ଟଙ୍କା ଜବତ। ଟଙ୍କା ଜବତ ସହ ୨ଜଣଙ୍କୁ ଅଟକ ରଖି ପୁଲିସର ପଚରାଉଚରା କରୁଛି। ପୁଲିସ ଅଟକ ରଖିଥିବା ୨ଜଣ ବ୍ୟକ୍ତି ୪ଲକ୍ଷ ୮୯ହଜାର ଟଙ୍କା କେଉଁଠୁ ଆସିଥିଲା ଏବଂ କାହା ପାଖକୁ ଯାଉଥିଲା କିମ୍ବା କ’ଣ ପାଇଁ ଟଙ୍କା ଭ୍ୟାନରେ ନିଆଯାଉଥିଲା ତାହାର କୌଣସି ଉତ୍ତର ସେମାନେ ଦେଇପାରିନଥିଲେ। ଏହି ମାମଲାରେ ପୁଲିସ ତଦନ୍ତ ଜାରି ରଖିଥିବା ସୂଚନା ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories