www.samajalive.in
Monday, December 8, 2025
20.1 C
Bhubaneswar

ଦିଲ୍ଲୀରେ ଲକ୍‍ଡାଉନ୍‍ କୋହଳ କରାଯିବ ନାହିଁ : କେଜରିୱାଲ୍‍

ନୂଆଦିଲ୍ଲୀ : ଦିଲ୍ଲୀରେ ଲକ୍‍ଡାଉନ୍‍ କୋହଳ କରାଯିବ ନାହିଁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‍ କହିଛନ୍ତି, ଜାତୀୟ
ରାଜଧାନୀରେ ଲକ୍‍ଡାଉନ୍‍ କୋଳହ କରା ନ ଯିବାପାଇଁ ତାଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଶ୍ରୀ କେଜରିୱାଲ୍‍ କହିଛନ୍ତି, ଦିଲ୍ଲୀ ସରକାର ସପ୍ତାହ ପରେ ପରିସ୍ଥିତିରେ ସମୀକ୍ଷା କରିବେ।
କରୋନା ଭୂତାଣୁ ଦିଲ୍ଲୀରେ ବ୍ୟାପିବା ପରେ କଣ୍ଟେନ୍‍ମେଣ୍ଟ ଜୋନ୍‍ ବୃଦ୍ଧି କରାଯାଇଛି। ତେବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଶ୍ରୀ କେଜରିୱାଲ୍‍ କହିଛନ୍ତି, ବିନା ଲକ୍ଷଣରେ ମଧ୍ୟ କିଛି ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ତବଲିଗି ଜମାତ୍‍ ମର୍କଜ୍‍ କାରଣ ବୋଲି ଦର୍ଶାଇବା ସହିତ ଏଥିପାଇଁ ସମଗ୍ର ଦେଶରେ କେବଳ ଦିଲ୍ଲୀରେ ୧୨ ପ୍ରତିଶତ ସଂକ୍ରମିତ ବାହାରିଛନ୍ତି ବୋଲି କହିଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories