ଶ୍ରୀମନ୍ଦିରରେ ଅଘଟଣ, ତଳକୁ ଖସିଲା ନୀଳଚକ୍ର ବାନା

ପୁରୀ : ଶ୍ରୀମନ୍ଦିର ନୀଳଚକ୍ର ବାନା ତଳକୁ ଖସିପଡିଛି । ଆଜି ବାନା ବାନ୍ଧିବାକୁ ଚୂନରା ସେବାୟତ ନୀଳଚକ୍ର ଉପରକୁ ଯାଉଥିବା ବେଳେ ଅସାବଧାନତା ହେତୁ ନୂଆ ବାନାଗୁଡିକ ଖସିପଡି କାଞ୍ଚି ଗଣେଶ ମନ୍ଦିର ସମ୍ମୁଖ ନୃସିଂହ ମନ୍ଦିର ନିକଟରେ ପଡିଥିଲା । ଆଉଜଣେ ଚୂନରା ସେବାୟତ ତଳେ ପଡ଼ିଥିବା ବାନା ଗୁଡିକ ସେଠାରୁ ନେଇ ନୀଳଚକ୍ର ଉପରକୁ ଚଢିବା ପରେ ପୁରୁଣା ବାନାକୁ ପରିବର୍ତ୍ତନ କରାଯାଇ ନୂଆ ବାନା ଲାଗିଥିଲା ।

Comments are closed.