www.samajalive.in
Monday, December 8, 2025
27.1 C
Bhubaneswar

ଆସନ୍ତା ୧୬ରୁ ଖୋଲିବ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ଐତିହ୍ୟସ୍ଥଳୀ

ଭୁବନେଶ୍ୱର : ରାଜ୍ୟରେ କୋଭିଡ ଗାଇଡ ଲାଇନ ଅନୁଯାୟୀ ଖୋଲିବ ଐତିହ୍ୟସ୍ଥଳୀ । ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ଐତିହ୍ୟସ୍ଥଳୀ ଆସନ୍ତା ୧୬ରୁ ଖୋଲିବ । ଏନେଇ ଏଏସଆଇଙ୍କ ପକ୍ଷରୁ ସୂଚନା ମିଳିଛି।
ଏପ୍ରିଲ ୧୫ ରୁ ବନ୍ଦ ରହିଥିଲା ସମସ୍ତ ଐତିହ୍ୟସ୍ଥଳୀ । ଏଗୁଡିକ ଖୋଲାଗଲେ ମଧ୍ୟ ରାଜ୍ୟସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ସମସ୍ତ କରୋନା ନିୟମାବଳୀ ପାଳନ କରାଯିବ।
ଆସନ୍ତା ବୁଧବାର ଠାରୁ ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଥିବା ପ୍ରତ୍ନତତ୍ତ୍ୱ ବିଭାଗ ଏଏସଆଇ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ଖୋଲାଯିବ। ଓଡ଼ିଶାରେ ପ୍ରାୟ ୮୦ଟି ଐତିହ୍ୟସ୍ଥଳୀ ରହିଛି। ଯେପରି ପୁରୀ ଶ୍ରୀମନ୍ଦିର , କୋଣାର୍କ ସୂର୍ଯ୍ୟମନ୍ଦିର, ବିଭିନ୍ନ ମ୍ୟୁଜିୟମ, ଖୋର୍ଦ୍ଧାରେ ଖଣ୍ଡଗିରି ଓ ଉଦୟଗିରି ସମେତ ୯ଟି ଐତିହ୍ୟସ୍ଥଳୀ ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories