www.samajalive.in
Monday, December 8, 2025
27.1 C
Bhubaneswar

ରାତି ୮ଟା – ମୁଖ୍ୟ ଖବର

– ପ୍ରସିଦ୍ଧ ଭାସ୍କର୍ୟ୍ୟ ଶିଳ୍ପୀ ରଘୁନାଥଙ୍କ ବଡ ପୁଅଙ୍କ ଆଜି କରୋନାରେ ଦେହାନ୍ତ ହୋଇଛି, ଗତକାଲି ସାନ ପୁଅର ମୃତ୍ୟୁ ହୋଇଥିଲା
– ଡ. ହୃଷିକେଶ ମଲ୍ଲିକ ହେଲେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି, ଅରୁଣା ମହାନ୍ତି ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଭାପତି
– ଓଡ଼ିଶାରେ ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର, ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ
– ବ୍ଲାକ ଫଙ୍ଗସ ପରେ ଆସିଲା ହ୍ବାଇଟ୍ ଫଙ୍ଗସ, ବିହାରରେ ୪ ରୋଗୀ ଚିହ୍ନଟ, ଏହା ଫଙ୍ଗସ ଠାରୁ ଅଧିକ ପ୍ରାଣଘାତୀ
– ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ତରଳ ଅମ୍ଳଜାନ ଷ୍ଟୋରେଜ୍ ଭେସେଲ୍ ସିଷ୍ଟମ ଉଦଘାଟିତ, ଭିସି ଯୋଗେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏବେ ମେନି ଫ୍ଲେମ୍ ରୁମରୁ ରୋଗୀଙ୍କ ଶଯ୍ୟା ନିକଟରେ ପହଞ୍ଚିବ ଅମ୍ଳଜାନ
– ଭାରତୀୟ ଆଇଟି କର୍ମଚାରୀ ଓ କମ୍ପାନୀଙ୍କ ପାଇଁ ବଡ ଆଶ୍ୱସ୍ତି, ଆମେରିକା ହଟାଇଲା ଏଚ-୧ବି କଟକଣା
– ଓଡ଼ିଶାରେ ଦିନକରେ ୧୧ ହଜାର ୪୯୮ ନୂଆ ସଂକ୍ରମିତ ଓ ୨୫ ଆକ୍ରାନ୍ତ ମୃତ, ଖୋର୍ଦ୍ଧାରୁ ୧୪୯୭ ଓ କଟକରୁ ୧୧୦୭ ସଂକ୍ରମିତ ଚିହ୍ନଟ
– ବିଶେଷଜ୍ଞଙ୍କ ମତ, ଜୁଲାଇରେ ଶେଷ ହେବ କୋଭିଡ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଓ ଛଅମାସ ପରେ ଆସିବ ତୃତୀୟ ଲହର /
– ଶ୍ରୀଲଙ୍କା କ୍ରିକେଟ ବୋର୍ଡ ମୁଖ୍ୟ କହିଛନ୍ତି,ଚଳିତ ବର୍ଷ ଜୁନରେ ଏସିଆ କପ୍‍ ଖେଳିବା ସମ୍ଭବ ନୁହେଁ
– କେରଳ ମୁଖ୍ୟମନ୍ତ୍ରୀ ଭାବେ ଆଜି ଅପରାହ୍ଣରେ ଶପଥ ନେଲେ ପିନାରାୟି ବିଜୟନ୍‍
– କରୋନାରେ ପ୍ରାଣ ହରାଇଲେ ପ୍ରସିଦ୍ଧ ଗାୟକ ଅରିଜିତ ସିଂହଙ୍କ ମାଆ
– ରାଜ୍ୟରେ କୋଭିଡ୍ ନିୟମ ଭାଙ୍ଗିବା ଅଭିଯୋଗରେ ୩ ଲକ୍ଷ ୧୬ ହଜାର ୬୮୨ ଜଣ ଅମାନିଆଙ୍କଠାରୁ ୯ କୋଟିରୁ ଅଧିକ ଟଙ୍କା ଜରିମାନା ବାବଦରେ ଆଦାୟ ହୋଇଥିବା କହିଛନ୍ତି ଡିଜିପି ଶ୍ରୀ ଅଭୟ
– ନୂଆ ନିର୍ଦେଶାବଳୀ ଆଣିଲେ ସରକାର, ଧୂଳିକଣାରେ ୧୦ ମିଟର ପର୍ଯ୍ୟନ୍ତ ଯାଇପାରେ କରୋନା ଭୂତାଣୁ
– ଘରେ ବସି କରିହେବ କରୋନା ପରୀକ୍ଷା, ‘କୋଭିସେଲ୍ଫ’କୁ ମଞ୍ଜୁରୀ ଦେଲା ଆଇସିଏମଆର
– ଦେଶରେ ଗୋଟିଏ ଦିନରେ ୨ ଲକ୍ଷ ୭୬ ହଜାର ୭୦ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୩ ହଜାର ୮୭୪ ମୃତ
– ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟାର ନାମ ‘ୟାସ୍‌’ ରହିବ, ଓମାନ୍‌ ପକ୍ଷରୁ ଏହି ବାତ୍ୟାର ନାମ କରଣ କରାଯାଇଛି, ୟାସ୍ ଅର୍ଥ ହେଉଛି ‘ନିରାଶ।’
– ଭାରତରେ ବିଶ୍ୱକପ୍‍ ଓ ଇଂଲଣ୍ଡରେ ଆଇପିଏଲ୍‍ ମ୍ୟାଚ ପାଇଁ ବିସିସିଆଇ ଯୋଜନା କରୁଥିବା ସୂଚନା
– କୋଭିଡ୍ ପରିସ୍ଥିତିରେ କଳାବଜାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ସତର୍କତା ଅବଲମ୍ବନ ନେଇ ଡିଜିପି ଶ୍ରୀ ଅଭୟ ଦେଲେ ସୂଚନା

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories