ମାଲକାନଗିରି : ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଯବାନଙ୍କୁ ଏକ ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲା ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରୁ ବିଏସଏଫ ଯବାନଙ୍କ ଦ୍ୱାରା ୭ଟି ଅଫୁଟା ବୋମା ଓ ଲ୍ୟାଣ୍ଡମାଇନ ଜବତ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ଯୋଡ଼ାମ୍ବ ଥାନା ଟୁଟୁଗନ୍ଧି ପୁରୁଣା ପୋଲରୁ ନିକଟରୁ ଏହି ବୋମା ଜବତ ହୋଇଛି। ବିସ୍ଫୋରଣ ପାଇଁ ମାଓବାଦୀ ଏହାକୁ ଲଚୁାଇ ରଖିଥିବା ନେଇ ସନ୍ଦେହ କରାଯାଉଛି ବୋଲି ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।
Popular Categories



