ପୁରୀ : ବଳଙ୍ଗା ଥାନା ଏଏସଆଇ ଚିତ୍ତରଞ୍ଜନ ଦାଶଙ୍କୁ ଶନିବାର ନିଲମ୍ବନ କରାଯାଇଛି। ଏଏସଆଇଙ୍କ ନିଲମ୍ବନ ନେଇ ଅତିରିକ୍ତ ଏସପି ଅରୁଣ ଜେନା ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ, ଏସଆଇଙ୍କ ବିରୋଧରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହାପରେ ଗତକାଲି ତାଙ୍କୁ ଗିରଫ କରାଯାଇଥିଲା।
Popular Categories



