www.samajalive.in
Sunday, December 7, 2025
15.1 C
Bhubaneswar

ଶୌଚ ପାଇଁ ଯାଇଥିଲେ ଠିକାଦାର ; ଭାଲୁ ଆକ୍ରମଣରେ ଚାଲିଗଲା ଜୀବନ

ନବରଙ୍ଗପୁର : ଭାଲୁ ଆକ୍ରମଣରେ ଚାଲିଗଲା ଠିକାଦାରଙ୍କ ଜୀବନ। ଏଭଳି ଏକ ଅଘଟଣ ଶନିବାର ଭୋର ସମୟରେ ନବରଙ୍ଗପୁର ବ୍ଲକର ଭତରାସିଉନି ଗାଁ ନିକଟରେ ଘଟିଛି। ମୃତ ଠିକାଦାରଙ୍କ ନାମ ବ୍ରଜେଶ ଦ୍ବିବେଦୀ ହୋଇଥିବା ବେଳେ ତାଙ୍କ ଘର ମଧ୍ୟ ପ୍ରଦେଶ ବୋଲି ଜଣ।ପଡ଼ିଛି।
ସୂଚନାନୁଯାୟୀ, ଭାରତମାଳା ରାସ୍ତା କାମରେ କାମ କରୁଥିବା ଠିକାଦାର ବ୍ରଜେଶ ଦ୍ବିବେଦୀ ଭୋର ସମୟରେ ଶୌଚ ହେବାକୁ ଯାଇଥିବା ବେଳେ ଏକ ବଡ଼ ଭାଲୁ ହାବୁଡ଼ରେ ପଡି ଯାଇଥିଲେ। ଭ।ଲୁ ତାଙ୍କୁ ଆକ୍ରମଣ କରି ତଳେ ପକାଇ ରକ୍ତାକ୍ତ କରି ଦେଇ ଥିଲା। ଏହା ପରେ ସ୍ଥାନୀୟଲୋକେ ଏହା ଦେଖି ଭାଲୁକୁ ଘଉଡାଇବାକୁ ଚେଷ୍ଟା କଲେ ମଧ୍ୟ ଭାଲୁ ଠିକାଦାରଙ୍କୁ ଆକ୍ରମଣ କରିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories