www.samajalive.in
Saturday, December 6, 2025
23.1 C
Bhubaneswar

ଏମିତି ସ୍ବାଗତ କଲା ଜଙ୍ଗଲୀ ଭାଲୁ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଏବେ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଚକିତ କରିବ । ଜଣେ ଯୁବକ ଜଙ୍ଗଲରେ ଭିଡିଓ କରିବା ସମୟରେ ଏକ ଜଙ୍ଗଲୀ ଭାଲୁ ହାବୁଡରେ ପଡିଗଲେ । ଏହା ପରେ କ’ଣ ହେଉଛି ଆପଣ ଭିଡିଓ ଦେଖିଲେ ଜାଣିପାରିବେ ।

 

View this post on Instagram

 

A post shared by Stefan Janković (@stefan_jankovich)

- Advertisement -

ଜଣେ ଯୁବକ ଇନଷ୍ଟାଗ୍ରାମରେ ଭିଡିଓଟି ପୋଷ୍ଟ କରିଛନ୍ତି । ସେ ସବୁ ସ୍ଥାନ ବୁଲି ଏଭଳି ଭିଡିଓ କରି ନିଜ ଫଲୋଅର୍ସଙ୍କ ପାଇଁ ପୋଷ୍ଟ କରିଥାନ୍ତି । କିନ୍ତୁ ଥରେ ସେ ଜଙ୍ଗଲରେ ଏକ ଭାଲୁ ଘରକୁ ଯାଇ ଭିଡିଓ କରିବା ସମୟରେ  ଅଚାନକ ଜଙ୍ଗଲୀ ଭାଲୁ ନିଜ ବସାକୁ ଫେରୁଛି ଆଉ ସେଇଠି ଯୁବକଙ୍କ ସହ ତାର ସାମ୍ନାସାମ୍ନି ହୋଇଯାଉଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଭାଲୁଟି ତାଙ୍କର ଆଦୌ କ୍ଷତି କରୁନି । ଏହି ଦୃଶ୍ୟକୁ ସେ ନିଜ କ୍ୟାମେରାରେ କଏଦ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ଏବଂ ସମସ୍ତେ ଏହାକୁ ଲାଇକ୍ ସହ ସେୟାର କରୁଛନ୍ତି । ପ୍ରାୟ ୭୦ ଲକ୍ଷରୁ ଅଧିକ ଲୋକେ ଏହାକୁ ଦେଖିସାରିଲେଣି ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories