www.samajalive.in
Monday, December 8, 2025
27.1 C
Bhubaneswar

ସରିଲା ମହାକୁମ୍ଭ, ବୁଡ ପକାଇଲେ ୬୬ କୋଟିରୁ ଅଧିକ…

ପ୍ରୟାଗରାଜ : ବୁଧବାର ସୂର୍ଯ୍ୟାସ୍ତ ସୁଦ୍ଧା ବିଶ୍ବର ସବୁଠାରୁ ବିଶାଳ ଜନସମାଗମ ସ୍ଥଳ ମହାକୁମ୍ଭର ସମାପନ ହୋଇଛି । ୪୫ ଦିନ ଚାଲିଥିବା ଏହି ମହା ଆୟୋଜନର ଶେଷ ଦିନ ଶିବରାତ୍ରୀ ଅବସରରେ ରାତି ୮ଟା ସୁଦ୍ଧା ୧.୫୩ କୋଟି ଲୋକ ସ୍ନାନ କରିସାରିଛନ୍ତି । ପୂର୍ବରୁ ୪୪ ଦିନରେ ୬୫ କୋଟି ଶ୍ରଦ୍ଧାଳୁ ବୁଡ ପକାଇଥିଲେ । ଏହି ସଂଖ୍ୟା ଆମେରିକାର ଜନସଂଖ୍ୟା(ପ୍ରାୟ ୩୪ କୋଟି)ର ଦୁଇଗୁଣା । ସଙ୍ଗମରେ ବୁଡ ପକାଇଥିବା ଏହି ସଂଖ୍ୟା ୧୯୩ ଦେଶର ଜନସଂଖ୍ୟାଠୁ ଅଧିକ । କେବଳ ଭାରତ ଓ ଚୀନର ଜନସଂଖ୍ୟା ମହାକୁମ୍ଭକୁ ଆସିଥିବା ଶ୍ରଦ୍ଧାଳୁଙ୍କଠୁ ଅଧିକ । ବିଶ୍ବରେ ସମୁଦାୟ ହିନ୍ଦୁଙ୍କ ପ୍ରାୟ ଅଧା ହିନ୍ଦୁ ଏଠାରେ ବୁଡ ପକାଇଥିବା ଯୋଗୀ ସରକାର ସୂଚନା ଦେଇଛନ୍ତି ।

ଆଜି ସରୁଛି ବିଶ୍ୱର ସର୍ବବୃହତ ଆସ୍ଥା ଓ ଭକ୍ତିର ଧାର୍ମିକ ସମାବେଶ – ମହାକୁମ୍ଭ

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories