www.samajalive.in
Monday, December 8, 2025
27.1 C
Bhubaneswar

ମା’ ତାରିଣୀଙ୍କ ୧୭ ତମ ଜନ୍ମ ଶତବାର୍ଷିକୀ ଉତ୍ସବ 

ବେଗୁନିଆ : ବେଗୁନିଆ ବ୍ଲକ ଅଧିନସ୍ଥ ସିକୋ ଗ୍ରାମର ମା’  ତାରିଣୀଙ୍କ ପୀଠରେ ୧୭ ତମ ଜନ୍ମ ଶତବାର୍ଷିକୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି ।  ୩୧ ଜଣ ମହିଳା ମନ୍ଦାକିନୀ ନଦୀରୁ ପାଣି ଉଠାଇ କଳସ ଯାତ୍ରାରେ ଆସିଥିଲେ ।ପଣ୍ଡିତ ଜଗନ୍ନାଥ ମିଶ୍ର ,ପୂର୍ଣ୍ଣଚନ୍ଦ୍ର ଆଚାର୍ୟ୍ୟ ଏବଂ ଲଷ୍ମୀନାରାୟଣ ଆଚାର୍ୟ୍ୟ ବେଦ ପାଠ କରି ସୂର୍ୟ୍ୟପୂଜା ଆରମ୍ଭ କରିଥିଲେ ।ନାରାୟଣ ମାନସିଂହ ,ରଜନୀକାନ୍ତ ବଡ଼ପଣ୍ଡା ଏବଂ ଅରବିନ୍ଦ ରାୟଙ୍କ ନେତୃତ୍ୱରେ ଏହି ଉତ୍ସବ ପାଳନ କରାଯାଇଥିଲା। ଉକ୍ତ କାର୍ୟ୍ୟର କାର୍ୟ୍ୟଗ୍ରାହୀ ରବିନାରାୟଣ ଚମ୍ପତ୍ତି ,ଭବାନୀ ଚମ୍ପତ୍ତି କର୍ତ୍ତାଭାବେ କାର୍ୟ୍ୟ ସମ୍ପାଦନ କରିଥିଲେ । ଏହି କାର୍ୟ୍ୟକ୍ରମ ୩ ଦିନ ଧରି ଚାଲୁ ରହିଥିବା ବେଳେ ସିକୋ ଏବଂ ଏହାର ଆଖ ପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ ସନ୍ଧ୍ୟାରେ ଚାଲିଥିବା ମନୋରଞ୍ଜନ କାର୍ୟ୍ୟକ୍ରମକୁ ଉପଭୋଗ କରିଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories