www.samajalive.in
Sunday, December 7, 2025
15.1 C
Bhubaneswar

ଦିନ ୨ଟା – ମୁଖ୍ୟ ଖବର

ଭିଟାମିନ ଡି ଅଭାବ ଚିହ୍ନଟ କରିବ ହାତ ତିଆରି ପେପର ସେନ୍‍ସର

ଋଷିକୂଲ୍ୟା ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

- Advertisement -

ବର୍ଷା ଅଭାବ ଯୋଗୁଁ ପଡିଆ ପଡିଛି ଜମି

ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗୀ ପଞ୍ଚାୟତ କ୍ଷେତ୍ରାମୁଣ୍ଡା ସାହିରେ ନାଳରେ ଭାସିଯାଇ ଜଣେ ମୃତ

ମାଆର ଶବ ସତ୍କାର କରି ଫେରୁଥିବା ସମୟରେ ସଡକ ଦୁର୍ଘଟଣାରେ ଝିଅର ମୃତ୍ୟୁ

ପଲିଥିନରେ କାଙ୍କଡ ଚାଷ କୌଶଳ ପ୍ରଶିକ୍ଷଣ ଶିବିର

ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରର ଆଧୁନିକ ଜ୍ଞାନକୌଶଳ

ଭିଟାମିନ ଡି ଅଭାବ ଚିହ୍ନଟ କରିବ ହାତ ତିଆରି ପେପର ସେନ୍‍ସର

ଟୋକିଓ ପାରାଲିମ୍ପିକ୍ସ : ଟେବୁଲ୍ ଟେନିସ ଫାଇନାଲରେ ଭାବିନା

କୋଭିଡ୍‍ ଟିକାକରଣରେ ରେକର୍ଡ : ଦିନକରେ ନେଲେ ୧ କୋଟି ୩ ଲକ୍ଷ, ମୋଟ ୬୨.୨୯କୋଟିରୁ ଅଧିକ

ଆଫଗାନିସ୍ତାନରେ ଆମେରିକାର ଏୟାର ଷ୍ଟ୍ରାଇକ: ଡ୍ରୋନ୍ ଆକ୍ରମଣରେ ମୁଖ୍ୟ ଷଡଯନ୍ତ୍ରକାରୀର ମୃତ୍ୟୁ
୪୮ ଘଣ୍ଟା ମଧ୍ୟରେ କାବୁଲ ବିସ୍ଫୋରଣର ପ୍ରତିଶୋଧ

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୭୭୯ ନୂଆ କରୋନା ସଂକ୍ରମିତ ଚିହ୍ନଟ

ସେମାନଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୦୫ ଆକ୍ରାନ୍ତ

ସଙ୍ଗରୋଧରୁ ୪୫୪ ଓ ସ୍ଥାନୀୟ ୩୨୫ ଚିହ୍ନଟ

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୫,୬୫୪କୁ ବୃଦ୍ଧି

୯,୮୯,୮୪୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

୭,୯୯୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

୨୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୫୯

ରାଜ୍ୟରେ ଆଖି ବୁଜିଲେ ଆଉ ୬୮ କରୋନା ଆକ୍ରାନ୍ତ

ମୃତକଙ୍କ ମଧ୍ୟରେ କଟକରୁ ସର୍ବାଧିକ ୨୫, କେନ୍ଦ୍ରାପଡା ଓ ଖୋର୍ଦ୍ଧାରୁ ୭ ଲେଖାଏଁ, ଜଗତସିଂହପୁର ୬,
ଅନୁଗୁଳ ଓ ମୟୁରଭଞ୍ଜରୁ ୫ ଲେଖାଏଁ, ବାଲେଶ୍ୱର,ଭଦ୍ରକ,ଢେଙ୍କାନାଳରୁ ୩ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି

ନୟାଗଡରୁ ୨, ବୌଦ୍ଧ,ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି ; ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୭୬୫

ନୂଆଦିଲ୍ଲୀ : ଦେଶରେ ଆଉ ୪୬, ୭୫୯ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଗୋଟିଏ ଦିନରେ ଆରୋଗ୍ୟ ହେଲେ ୩୧,୩୭୪, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ କୋଟି ୧୮ଲକ୍ଷ ୫୨ ହଜାର ୮୦୨କୁ ବୃଦ୍ଧି

ଆରୋଗ୍ୟ ହାର ୯୭.୫୬%

ଦେଶରେ ଚିକିତ୍ସାଧୀନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୯ ହଜାର ୭୭୫

ଦୈନିକ ସଂକ୍ରମଣ ହାର ୨.୬୬ % ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୧୯%

ଦେଶରେ ଗତ୨୪ ଘଣ୍ଟା ମଧ୍ୟରେ ୫୦୯ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ; ମୋଟ ମୃତ୍ୟୁ ସଂଖ୍ୟା ୪,୩୭,୩୭୦, ମୃତ୍ୟୁ ହାର ୧.୩୪%

ଟୋକିଓ ପାରା ଅଲିମ୍ପିକ୍ସ : ଟେବୁଲ ଟେନିସ୍ ମହିଳା ସିଙ୍ଗିଲ୍ସ ଫାଇନାଲରେ ଭାରତର ଭାବିନା ପଟେଲ୍

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories