www.samajalive.in
Monday, December 8, 2025
27.1 C
Bhubaneswar

ଦିନ ୨ଟା – ମୁଖ୍ୟ ଖବର

ଦେଶ/ବିଦେଶ ଖବର
ମଧ୍ୟପ୍ରଦେଶରେ ବ୍ଲାକ ଫଙ୍ଗସ ମହାମାରୀ ଘୋଷିତ ; କରୋନା ରୋଗୀ ଭଳି ରଖାଯିବ ରେକର୍ଡ

ଭାରତୀୟ କ୍ରିକେଟ ଦଳର କୋଚ୍‌ ହେବେ ଦ୍ରାଭିଡ୍‌ ! ଶ୍ରୀଲଙ୍କା ଗସ୍ତରେ ଭାର ସମ୍ଭାଳିବ

- Advertisement -

ଡିଏଲଏଫ ଲାଞ୍ଚ ମାମଲାରେ ଲାଲୁଙ୍କୁ କ୍ଲିନ୍‌ଚିଟ୍‌, ସିବିଆଇକୁ ମିଳିଲାନି ପ୍ରମାଣ

୨ୟ ତରଙ୍ଗରେ ୪୨୦ ଡାକ୍ତରଙ୍କ ମୃତ୍ୟୁ ହୋଇଛି

– ଲଦାଖରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୩.୬

– ଭାରତୀୟ କ୍ରିକେଟ ଦଳର କୋଚ୍‌ ହେବେ ଦ୍ରାଭିଡ୍‌ ! ଶ୍ରୀଲଙ୍କା ଗସ୍ତରେ ଭାର ସମ୍ଭାଳିବେ

– ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୭ ହଜାର ୨୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ ହଜାର ୧୯୪ ଜଣ ପ୍ରାଣ ହରାଇଛନ୍ତି।

– ଟିକା ସମସ୍ୟା ପାଇଁ କେନ୍ଦ୍ରକୁ ପରୋକ୍ଷରେ ଦାୟୀ କଲା ସିରମ ଇନଷ୍ଟିଚ୍ୟୁଟ୍‌

– ଭବିଷ୍ୟତରେ କୋଭିଡ-୧୯ ସାଧାରଣ ଥଣ୍ଡା ରୋଗରେ ପରିଣତ ହୋଇପାରେ: ଗବେଷକ

– ଗଣତନ୍ତ୍ର ଦିବସରେ ଲାଲ କିଲ୍ଲା ହିଂସା; ୩୨୨୪ ପୃଷ୍ଠାର ଅଭିଯୋଗ ଫର୍ଦ୍ଦ ଦାଖଲ

– ୨୦୨୦ ବିହାର ନିର୍ବାଚନରେ ଭାଜପାର ଖର୍ଚ୍ଚ ୭୧.୭୩ କୋଟି ; ତାରକା ପ୍ରଚାରକଙ୍କ ବିମାନ ଭଡା ୨୪ କୋଟି

– ମୁଣ୍ଡପିଛା ଆୟରେ ଭାରତକୁ ଟପିଲା ବାଂଲାଦେଶ

– ଏୟାର ଇଣ୍ଡିଆ ତଥ୍ୟ ଚୋରି :୪୫ ଲକ୍ଷ ପ୍ରଭାବିତ

– ଚୀନରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୭.୪

– ଜାମ୍ମୁରେ ୧୨୦ ବର୍ଷୀୟା ମହିଳା ନେଲେ କୋଭିଡ ଟିକା

ରାଜ୍ୟ ଖବର
ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସୃଷ୍ଟ ଲଘୁଚାପ କାଲି ଅବପାତରେ ପରିଣତ ହେବ ; ୨୪ ତାରିଖରେ ଏହା ବାତ୍ୟାରେ ରୂପାନ୍ତରିତ ହେବ, ୨୬ ସନ୍ଧ୍ୟାରେ ବାତ୍ୟା ଉପକୂଳ କରିବ, ଅତି ଭୀଷଣ ବାତ୍ୟା ଭାବେ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା
ଗଛରୁ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର : ଆତ୍ମହତ୍ୟା ସନ୍ଦେହ
୨୪ରେ ବାତ୍ୟା ରୂପ ନେବ, ୨୬​‌ରେ ସ୍ଥଳଭାଗ ଛୁଇଁବ ‘ୟାସ୍‌’

– ରାଜ୍ୟରେ ଆଖି ବୁଜିଲେ ଆଉ ୨୬ କରୋନା ଆକ୍ରାନ୍ତ

– ଦିନକରେ ରାଜ୍ୟରେ ନୂଆ ୧୧୧୦୮ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ୧୪୫୧

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories