www.samajalive.in
Monday, December 8, 2025
13.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର

ସୁପ୍ରିମକୋର୍ଟ ପ୍ୟାନେଲର ରିପୋର୍ଟ- ଦିଲ୍ଲୀ ସରକାର ଅମ୍ଳଜାନ ଆବଶ୍ୟକତାର ୪ ଗୁଣ କରିଥିଲେ ଦାବି

ଉଚିତ ସମୟରେ ଜାମ୍ମୁ କାଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

- Advertisement -

କୋଭିଡର ତୃତୀୟ ଲହର ମୁକାବିଲା ପାଇଁ ୨୦,୦୦୦ କୋଟି ଟଙ୍କାର ପ୍ୟାକେଜ

୨୪ ଘଣ୍ଟାରେ ଦେଶରେ ଆଉ ୫୧,୬୬୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଦୈନିକ ପଜିଟିଭ ହାର ୨.୯୮% ରହିଥିବା ବେଳେ ଲଗାତାର ୧୮ ଦିନ ହେବ ୫% ରୁ କମ

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୧,୩୪,୪୪୫କୁ ବୃଦ୍ଧି

ଚିକିତ୍ସାଧୀନ ଅବସ୍ଥାରେ ଆଉ ୧ ହଜାର ୩୨୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୯୩,୩୧୦

ଦିନକରେ ଆଉ ୬୪,୫୨୭ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୧,୨୮,୨୬୭ ସୁସ୍ଥ ; ଆରୋଗ୍ୟ ହାର ୯୬.୬୬%

୬,୧୨,୮୬୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ମାଟ୍ରିକ ଫଳ ଆଜି ; ଏକ ସଙ୍ଗେ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ଫଳ,  ୱେବସାଇଟ୍‍ରେ www.bseodisha.nic.in ଏବଂ www.bseodisha.ac.inରେ ଫଳ ସନ୍ଧ୍ୟା ୬ଟାରୁ ହେବ  ଉପଲବ୍ଧ

ଗୋଟିଏ ଦିନରେ ରାଜ୍ୟରୁ ନୂଆ ୨୯୧୨ ଜଣ ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୬୭୫ ଏବଂ ସ୍ଥାନୀୟ ସଂକ୍ରମିତ ୧୨୩୭

ରାଜ୍ୟରେ ଦିନକରେ ୪୦ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଜାମ୍ମୁ କାଶ୍ମୀରକୁ ଆଗ ରାଜ୍ୟ ମାନ୍ୟତା, ପରେ ନିର୍ବାଚନ- ପି ଚିଦମ୍ବରମ୍‍

ୟୁରୋ କପ୍‌ : ଉଭୟ ମ୍ୟାଚ୍‌ ଅମୀମାଂସିତ; ଲିଗ୍ ପର୍ୟ୍ୟାୟ ଶେଷ

ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍ ଫାଇନାଲ:କୋହଲିଙ୍କ ୩ଟି କୀର୍ତ୍ତିମାନ

ଅଶୋଧିତ ତୈଳ ଦର ବୃଦ୍ଧି ନେଇ ଚିନ୍ତାବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ; ଓପେକ୍ ସେକ୍ରେଟାରୀ ଜେନେରାଲଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଅକ୍ଷୟ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୩ ବର୍ଷରେ ନିବେଶ କରିବ ୭୫,୦୦୦ କୋଟି ଟଙ୍କା

ମୋଦୀ-ଜମ୍ମୁକଶ୍ମୀର ନେତାଙ୍କ ବୈଠକ: କଣ କହିଛନ୍ତି ଅନ୍ୟ ନେତୃବୃନ୍ଦ

ଧାରା ୩୭୦ ଉଛେଦ ଅସାମ୍ବିଧାନିକ, ଅନ୍ୟାୟ ଓ ଅନୈତିକ ଥିଲା – ମେହେବୁବା

୧୦ ରାଜ୍ୟପଥ ହେବ ଜାତୀୟ ରାଜପଥ

୯ ସଡ଼କ ନିର୍ମାଣ କରିବ ଏନଏଚଏଆଇ, ଏନଏଚ-୩୨୦ଡି ନିର୍ମାଣ କରିବ ଏନଏଚ

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories