ଦିନ ୧୨ଟା – ମୁଖ୍ୟ ଖବର
ସୁପ୍ରିମକୋର୍ଟ ପ୍ୟାନେଲର ରିପୋର୍ଟ- ଦିଲ୍ଲୀ ସରକାର ଅମ୍ଳଜାନ ଆବଶ୍ୟକତାର ୪ ଗୁଣ କରିଥିଲେ ଦାବି
ଉଚିତ ସମୟରେ ଜାମ୍ମୁ କାଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କୋଭିଡର ତୃତୀୟ ଲହର ମୁକାବିଲା ପାଇଁ ୨୦,୦୦୦ କୋଟି ଟଙ୍କାର ପ୍ୟାକେଜ
୨୪ ଘଣ୍ଟାରେ ଦେଶରେ ଆଉ ୫୧,୬୬୭ ନୂଆ କରୋନା ସଂକ୍ରମିତ ଚିହ୍ନଟ
ଦୈନିକ ପଜିଟିଭ ହାର ୨.୯୮% ରହିଥିବା ବେଳେ ଲଗାତାର ୧୮ ଦିନ ହେବ ୫% ରୁ କମ
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୧,୩୪,୪୪୫କୁ ବୃଦ୍ଧି
ଚିକିତ୍ସାଧୀନ ଅବସ୍ଥାରେ ଆଉ ୧ ହଜାର ୩୨୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୯୩,୩୧୦
ଦିନକରେ ଆଉ ୬୪,୫୨୭ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୧,୨୮,୨୬୭ ସୁସ୍ଥ ; ଆରୋଗ୍ୟ ହାର ୯୬.୬୬%
୬,୧୨,୮୬୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
ମାଟ୍ରିକ ଫଳ ଆଜି ; ଏକ ସଙ୍ଗେ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ଫଳ, ୱେବସାଇଟ୍ରେ www.bseodisha.nic.in ଏବଂ www.bseodisha.ac.inରେ ଫଳ ସନ୍ଧ୍ୟା ୬ଟାରୁ ହେବ ଉପଲବ୍ଧ
ଗୋଟିଏ ଦିନରେ ରାଜ୍ୟରୁ ନୂଆ ୨୯୧୨ ଜଣ ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୬୭୫ ଏବଂ ସ୍ଥାନୀୟ ସଂକ୍ରମିତ ୧୨୩୭
ରାଜ୍ୟରେ ଦିନକରେ ୪୦ କରୋନା ସଂକ୍ରମିତଙ୍କ ମୃତ୍ୟୁ
ଜାମ୍ମୁ କାଶ୍ମୀରକୁ ଆଗ ରାଜ୍ୟ ମାନ୍ୟତା, ପରେ ନିର୍ବାଚନ- ପି ଚିଦମ୍ବରମ୍
ୟୁରୋ କପ୍ : ଉଭୟ ମ୍ୟାଚ୍ ଅମୀମାଂସିତ; ଲିଗ୍ ପର୍ୟ୍ୟାୟ ଶେଷ
ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ଫାଇନାଲ:କୋହଲିଙ୍କ ୩ଟି କୀର୍ତ୍ତିମାନ
ଅଶୋଧିତ ତୈଳ ଦର ବୃଦ୍ଧି ନେଇ ଚିନ୍ତାବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ; ଓପେକ୍ ସେକ୍ରେଟାରୀ ଜେନେରାଲଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ
ଅକ୍ଷୟ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୩ ବର୍ଷରେ ନିବେଶ କରିବ ୭୫,୦୦୦ କୋଟି ଟଙ୍କା
ମୋଦୀ-ଜମ୍ମୁକଶ୍ମୀର ନେତାଙ୍କ ବୈଠକ: କଣ କହିଛନ୍ତି ଅନ୍ୟ ନେତୃବୃନ୍ଦ
ଧାରା ୩୭୦ ଉଛେଦ ଅସାମ୍ବିଧାନିକ, ଅନ୍ୟାୟ ଓ ଅନୈତିକ ଥିଲା – ମେହେବୁବା
୧୦ ରାଜ୍ୟପଥ ହେବ ଜାତୀୟ ରାଜପଥ
୯ ସଡ଼କ ନିର୍ମାଣ କରିବ ଏନଏଚଏଆଇ, ଏନଏଚ-୩୨୦ଡି ନିର୍ମାଣ କରିବ ଏନଏଚ
Comments are closed.