www.samajalive.in
Monday, December 8, 2025
20.1 C
Bhubaneswar

କାଳବୈଶାଖୀ ପ୍ରଭାବ: ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି

କୁଆଁପାଳ: କଟକ ଜିଲା ମାହାଙ୍ଗା ବ୍ଲକ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସାଙ୍ଗକୁ ଘଡଘଡି ସହ ବର୍ଷା ଓ ପ୍ରବଳ କୁଆପଥର ବୃଷ୍ଟି ହୋଇଛି। ପ୍ରାୟ ଅଧଘଣ୍ଟା ଧରି କୁଆପଥର ବୃଷ୍ଟି ହେବାରୁ ଲୋକମାନେ ଭୟ ଭିତ ହୋଇଯାଇଥିଲେ। ବଡ଼ ଆକାରର କୁଆପଥର ବୃଷ୍ଟି ହେବା ଫଳରେ ଘର ଆଜବେଷ୍ଟସ ଭାଙ୍ଗିଯିବା ସହ ପନିପରିବା, ମୁଗ, ବିରି, ଡାଲି ଜାତୀୟ ଫସଲ ବ୍ୟାପକ ନଷ୍ଟ ହୋଇଛି।

ଚାଳ ଛପର ଘର ପବନରେ ଉଡାଇ ନେଇଥିବାବେଳେ କୁଆପଥର ବୃଷ୍ଟି ସମୟରେ ଯାନବାହନ ଆଦିର କାଚ ନଷ୍ଟ ହୋଇଯାଇଛି। ହଜାର ହଜାର ହେକ୍ଟର ମୁଗ ବିରି ଫସଲ ସହ ସଜନା, ଆମ୍ବ, ବାଇଗଣ, ବିଲାତି ବାଇଗଣ, କଲରା, ପୋଟଳ ଆଦି ପନିପରିବା ଚାଷ ନଷ୍ଟ ହୋଇଛି। ହଠାତ କୁଆପଥର ବୃଦ୍ଧି ହେବାରୁ କିଛି ପଥଚାରୀ ମଧ୍ୟ ଆହତ ହୋଇଥିବା ଜଣାଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories