www.samajalive.in
Monday, December 8, 2025
17.1 C
Bhubaneswar

କୋନେହୁ ହମ୍ପି ପାଇଲେ ବିବିସି ବର୍ଷର ଶ୍ରେଷ୍ଠ ଭାରତୀୟ ମହିଳା କ୍ରୀଡ଼ାବିତ୍ ପୁରସ୍କାର

ନୂଆଦିଲ୍ଲୀ : ଚେସ୍ ତାରକା କୋନେରୁ ହମ୍ପି ଦ୍ବିତୀୟ ବିବିସି ବର୍ଷର ଶ୍ରେଷ୍ଠ ଭାରତୀୟ ମହିଳା କ୍ରୀଡ଼ାବିତ୍ ପୁରସ୍କାର ହାସଲ କରିଛନ୍ତି। ସେହିପରି ଇଂଲଣ୍ଡର ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ୍ ଓ ଯୁବା ଭାରତୀୟ ସୁଟର ମନୁ ଭାକରଙ୍କୁ ଇମର୍ଜିଂ ପ୍ଳେୟାର ଅଫ ଦି ଇୟର ପୁରସ୍କାର ଓ ବିଶ୍ବ ଚମ୍ପିଆନ ପଦକ ବିଜେତା ଲଙ୍ଗଜମ୍ପର ଅଞ୍ଜୁ ବବି ଜର୍ଜଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଜୀନବବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା।

ବିବିସି ବର୍ଷର ଶ୍ରେଷ୍ଠ ଭାରତୀୟ ମହିଳା କ୍ରୀଡ଼ାବିତ୍ ପୁରସ୍କାର ଦୌଡ଼ରେ କୋନେରୁ ହମ୍ପିଙ୍କ ସମେତ ଓଡ଼ିଆ ଧାବିକା ଅଲିମ୍ପିଆନ ଦୂତି ଚାନ୍ଦ, କୁସ୍ତିଯୋଦ୍ଧା ବିନେଶ ଫୋଗଟ୍,ବନ୍ଧୁକଚାଳିକା ମନୁ ଭାକର ଓ ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ ରହିଥିଲେ। ଜନସାଧାରଣଙ୍କ ମତାମତ ଆଧାରରେ ବିଜେତା ନିର୍ଣ୍ଣୟ ହୋଇଥିଲା। ପୁରସ୍କାର ଭର୍ଚୁଆଲ ପ୍ଲାଟଫର୍ମେର ଆୟୋଜିତ ହୋଇଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories