କଣ୍ଟାବାଞ୍ଜି: ନିର୍ବାଚନ ମଣ୍ଡଳୀର ତୁରେକେଲାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ହୋଇଯାଇଛି । କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଜେଡିର ବରିଷ୍ଠ ନେତା ଅଜୟ ଦାସ, ୧୦ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ସମା ପରବିନ, ବ୍ଲକ ସଭାପତି ଅର୍ଶଦ୍ ଖାନ, ବରିଷ୍ଠ ନେତା କେଦାର ପଣ୍ଡା, ଲକ୍ଷ୍ମଣ ପଟେଲ, ବିଶ୍ଵନାଥ ସାହୁ, ବନବାସ ସୁନାଙ୍କ ସହିତ ଶତାଧିକ ଗ୍ରାମବାସୀ ପଦଯାତ୍ରାରେ ସାମିଲ ହେବାସହ, ଏକ ସଭାରେ ଯୋଗଦେଇ ନବୀନ ପଟ୍ଟନାୟକଙ୍କ ଜନସେବା ଓ ଲୋକାଭିମୁଖି କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ଜନସାଧାରଣ, ମହିଳା ଏବଂ ଦଳୀୟ କର୍ମୀଙ୍କୁ ସୂଚନା ଦେଇଥିଲେ ।
Popular Categories



