www.samajalive.in
Tuesday, December 9, 2025
17.1 C
Bhubaneswar

ବିଜେପି ପକ୍ଷରୁ କାମାକ୍ଷାନଗର ବ୍ଲକ ଘେରାଉ

କାମାକ୍ଷାନଗର : ରାଜ୍ୟ ବିଜେପି ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ସମସ୍ତ ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ରହିଥିବା ବେଳେ ବୁଧବାର ସେହି କ୍ରମରେ ବିଜେପି କାମାକ୍ଷାନଗର ବ୍ଲକ ଘେରାଉ କରିଛି । ରାଜ୍ୟରେ ଭ୍ରଷ୍ଟାଚାର ବଢି ଚାଲିବା ସହ ବିଭିନ୍ନ ପ୍ରକାର ଦୁର୍ନୀତି ବଢି ଚାଲିଛି । ଆଉ ଏହି ଦୁର୍ନୀତିକୁ ପ୍ରସୟ ଦେଉଛନ୍ତି ସ୍ଥାନିୟ ନେତା ପ୍ରଶାଶନ। ଯାହା ଫଳରେ ସାଧାରଣ ଲୋକମାନେ ସରକାରଙ୍କ ଯୋଜନା ପାଉନହାଁନ୍ତି । ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟନ ପାଣି ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନ, ଜିଲା ସଭାପତି ନରେଶ ମହାପାତ୍ରଙ୍କ ସମତେ ଶତାଧିକ ଦଳୀୟ କକାର୍ଯ୍ୟକର୍ତ୍ତା ଏହି ଆନ୍ଦୋଳନରେ ସାମିଲ ଥିଲେ ।ଜିରିଡାମାଳି ଠାରୁ ରାଲି ବାହାରି ସହର ପରିକ୍ରମା କରି ବ୍ଲକ ଆଗରେ ପହଞ୍ଚି ବିକ୍ଷୋଭ କରିଥିଲେ। ଏହି ସମୟରେ ବିଜେପି କର୍ମୀ ମାନେ ବ୍ଲକ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ, ଯାହା ଫଳରେ କିଛି ସମୟ ପାଇଁ ପୁଲିସ ସହିତ ଠେଲାପେଲା ହୋଇଥିବାର ଦେଖିବାକୁ ମିଳିଥିଲା । ପରେ ବିଡିଓଙ୍କୁ ଏକ ଦାବିପତ୍ର ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories