www.samajalive.in
Monday, December 8, 2025
20.1 C
Bhubaneswar

ୱାଇ.ଏସ୍‍. ଜଗନ ମୋହନ ରେଡ୍ଡୀ ବିଧାୟକ ଦଳର ନେତା ନିର୍ବାଚିତ

ଅମରାବତୀ : ୱାଇଏସ୍‍ଆର୍‍ କଂଗ୍ରେସ ସଭାପତି ୱାଇ.ଏସ୍‍. ଜଗନ ମୋହନ ରେଡ୍ଡୀ ସର୍ବସମ୍ମତିକ୍ରମେ ଆନ୍ଧ୍ରପ୍ରଦେଶ ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି । ପାର୍ଟିର ନବ ନିର୍ବାଚିତ ୧୫୧ ଜଣ ବିଧାୟକ ମରାବତୀସ୍ଥିତ ପାର୍ଟିର ରାଜ୍ୟଶାଖା କାର୍ୟ୍ୟାଳୟରେ ଏକ ବୈଠକରେ ଶ୍ରୀ ରେଡ୍ଡୀଙ୍କୁ ନେତା ଭାବେ ନିର୍ବାଚିତ କରିଛନ୍ତି ।

ରାଜ୍ୟପାଳ ଇଏସ୍‍ଏଲ୍‍ ନରସିହ୍ମାଙ୍କୁ ସାକ୍ଷାତ କରିବାପାଇଁ ସେ ବର୍ତ୍ତମାନ ହାଇଦରାବାଦ ଯାତ୍ରା କରିଛନ୍ତି । ପାର୍ଟି ବିଧାୟକମାନଙ୍କ ତାଲିକା ଦାଖଲ କରିସାରିବା ପରେ ସରକାର ଗଠନ କରିବାପାଇଁ ସେ ଦାବି ଉପସ୍ଥାପନ କରିବେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories