www.samajalive.in
Monday, December 8, 2025
17.1 C
Bhubaneswar

ପଠାନକୋଟରେ ଜଣେ ଅନୁପ୍ରବେଶକାରୀ ନିପାତ

ପଠାନକୋଟ: ପଠାନକୋଟର ଅନ୍ତର୍ଜାତୀୟ ସୀମା ଅଞ୍ଚଳରେ ଜଣେ ଅନୁପ୍ରବେଶକାରୀକୁ ନିପାତ କରିଛନ୍ତି ବିଏସଏଫ ଯବାନ। ମିଳିଥିବା ଖବର ମୁତାବକ, ବୁଧବାର ସକାଳେ ଜଣେ ବ୍ୟକ୍ତି ପଠାନକୋଟ ରାସ୍ତା ଦେଇ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ବିଏସଏଫ ଯବାନମାନେ ତାକୁ ଚେତାବନୀ ଦେଇଥିଲେ ମଧ୍ୟ ସେ ଏହାକୁ ଅଣଦେଖା କରି ଆଗକୁ ବଢିଥିଲା। ଏଭଳି ପରିସ୍ଥିତିରେ ବିପଦ ଆଶଙ୍କା କରି ଯବାନମାନେ ଅନୁପ୍ରବେଶକାରୀକୁ ନିପାତ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories