ନୂଆଦିଲ୍ଲୀ: ଦେଶରେ କମୁଛି କରେ।ନ। ଆକ୍ର।ନ୍ତଙ୍କ ସଂଖ୍ୟ। । ଗତ କିଛିଦିନ ହେବ ଦେଶରେ କରୋନ। ଆକ୍ର।ନ୍ତଙ୍କ ସଂଖ୍ୟ। ଦ୍ରୁତ ଗତିରେ ହ୍ର।ସ ପ।ଇବ।ରେ ଲ।ଗିଛି । ସଂକ୍ରମଣ ତୁଳନ।ରେ ଦେଶରେ ମଧ୍ୟ ସୁସ୍ଥତ। ସଂଖ୍ୟ। ବୃଦ୍ଧି ପ।ଇଛି । ହେଲେ କିଛି ଦିନର ବ୍ୟବଧ।ନ ପରେ ପୁଣି ମୃତ୍ୟୁସଂଖ୍ୟ। ମଧ୍ୟ ହ୍ର।ସ ପ।ଇଛି । ଗତ ୨୪ ଘଣ୍ଟ।ରେ ଦେଶରେ ଆଉ ୧,୯୩୮ ପଜିଟିଭ୍ ଚିହ୍ନଟ ହୋଇଥିବ। ବେଳେ ଗୋଟିଏ ଦିନରେ କରୋନ।ରୁ ସୁସ୍ଥ ହୋଇଛନ୍ତି ୨,୫୩୧ ଜଣ ଆକ୍ର।ନ୍ତ । ଅନ୍ୟପଟେ ଗତ ୨୪ ଘଣ୍ଟ।ରେ ୬୭ଜଣଙ୍କ ଜୀବନ କରୋନ। ନେଇଛି । ସେହିପରି ଆଜିର ଆକ୍ର।ନ୍ତଙ୍କୁ ମିଶ।ଇ ଦେଶରେ ମୋଟ୍ କରୋନ। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟ। ୨୨,୪୨୭ରେ ପହଞ୍ଚିଛି । କରୋନ।କୁ ମ।ତ୍ ଦେବ।କୁ ଦେଶରେ ଏବେ ବି ଟିକ।କରଣ ଜ।ରି ରହିଛି ।
Popular Categories



