ଜୟପୁର : ପୁଣି ଅଲୋଡା ଶିଶୁ କନ୍ୟା ଉଦ୍ଧାର ହୋଇଛି। ଶିଶୁ କନ୍ୟାଟିକୁ ବୋରିଗୁମ୍ମା ଥାନା କେବିଡିର ଏକ କଲଭର୍ଟରୁ ଲୋକମାନେ ଉଦ୍ଧାର କରିଛନ୍ତି। ଶିଶୁ କନ୍ୟାକୁ ଧରି ସ୍ଥାନୀୟ ଲୋକମାନେ ପ୍ରଶାସନକୁ ଅପେକ୍ଷା କରିଛନ୍ତି। ସୋମବାର ସକାଳୁ ଗ୍ରାମବାସୀ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି। ଶିଶୁଟି ଥଣ୍ଡାରେ ଆକ୍ରାନ୍ତ ହୋଇଥିବାରୁ ତାକୁ ଆଇସିୟୁରେ ଭତ୍ତି କରାଯାଇଛି। ଶିଶୁ କନ୍ୟାକୁ ରାବଣାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
Popular Categories



