www.samajalive.in
Sunday, December 7, 2025
13.1 C
Bhubaneswar

କମ୍ପାନୀରେ ଇଡି ଚଢାଉ ପରେ ବିଷ ପିଇଲେ ମାଲିକାଣୀ, ସୁଇସାଇଡ୍‌ ନୋଟ୍‌ରେ ଚିରାଗ ପାସଓ୍ବାନଙ୍କ ନାଁ

ଭୋପାଳ: ଜୟଶ୍ରୀ ଗାୟତ୍ରୀ ଫୁଡ୍‌ ପ୍ରଡକ୍ଟ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀ ଉପରେ ଚଢାଉ ପରେ କମ୍ପାନୀ ନିର୍ଦ୍ଦେଶକ କିଶନ ମୋଦୀଙ୍କ ପତ୍ନୀ ୩୧ ବର୍ଷିୟା ପାୟଲ ମୋଦୀ ବିଷ ପିଇ ଦେଇଛନ୍ତି। ଗୁରୁବାର ରାତିରେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଚିକିତ୍ସା ଚାଲିଛି। ପୁଲିସ କହିଛି ଯେ, ଆତ୍ମହତ୍ୟା ଉଦ୍ୟମର କାରଣ ନେଇ ତଦନ୍ତ ଜାରି ରହିଛି। ପୁଲିସକୁ ପାୟଲଙ୍କ ସୁଇସାଇଡ୍‌ ନୋଟ୍‌ ମିଳିଛି, ଯେଉଁଥିରେ ସେ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଏବଂ ଅନ୍ୟ ପାଞ୍ଚ ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

 

- Advertisement -

ସୂଚନାଯୋଗ୍ୟ, ବୁଧବାର ଜୟଶ୍ରୀ ଗାୟତ୍ରୀ ଫୁଡ୍‌ ପ୍ରଡକ୍ଟ୍‌ସ ପ୍ରାଇଭେଟ ଲିମିଟେଡ୍‌ର ବିଭିନ୍ନ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢାଉ କରିଥିଲା। ଦୁଇ ଦିନ ହେବ ଚାଲିଥିବା ଏହି ଚଢାଉରେ କମ୍ପାନୀର ଭୋପାଳ, ସିହୋର ଏବଂ ମୋରେନାସ୍ଥିତ ଠିକଣାରେ ଯାଞ୍ଚ ସମୟରେ ଏହାର ନିର୍ଦେଶକଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଇଡି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories