www.samajalive.in
Monday, December 8, 2025
17.1 C
Bhubaneswar

ଫେସବୁକ୍‌ ପ୍ରିୟ ଭାରତୀୟ

ତାଲାବନ୍ଦ ସମୟରେ ପୂରା ବିଶ୍ବର ୪୧% ଲୋକ ଦିନରାତି ସାମାଜିକ ଗଣମାଧ୍ୟମରେ ସମୟ କଟାଇଲେ। ଭାରତରେ ସେଇ ସମୟରେ ଘରେଘରେ ଲୋକେ ଫେସବୁକ୍, ଇନଷ୍ଟାଗ୍ରାମ୍ ବ୍ୟବହାର କଲେ। ସେତିକିବେଳେ ଏଇସବୁ ରିଲ୍ସ, ସର୍ଟସ୍‌ ଆଦିର ଆଦର ବଢ଼ିଲା। ବିଭିନ୍ନ ସାମାଜିକ ଗଣମାଧ୍ୟମ ସାଇଟ୍ ମଧ୍ୟରୁ ଫେସବୁକ୍ କିନ୍ତୁ ଶୀର୍ଷରେ ଥିଲା। ୨୦୧୪ ରୁ ୨୦୧୬ ଶେଷ ମଧ୍ୟରେ ଫେସବୁକରେ ୨ଲକ୍ଷରୁ ଅଧିକ ବୟସ୍କ ଭାରତୀୟ ଆକାଉଣ୍ଟ ଖୋଲିଥିଲେ କିନ୍ତୁ ତାଲାବନ୍ଦ ସମୟରେ ମାତ୍ର କିଛି ମାସରେ ଲକ୍ଷାଧିକ ଲୋକ ସେମାନଙ୍କ ଆକାଉଣ୍ଟ ଖୋଲିଲେ। ଫେସବୁକ୍ ବ୍ୟବହାରରେ ବର୍ତ୍ତମାନ ଭାରତ-ଆମେରିକା ମଧ୍ୟରେ ତୀବ୍ର ପ୍ରତିଯୋଗିତା ଚାଲିଛି ଏ ବାବଦରେ ଫେସବୁକ୍ ତରଫରୁ ସର୍ବେକ୍ଷଣ ମଧ୍ୟ କରାଯାଇଥିଲା। ମହାନଗରୀରେ ରହୁଥିବା ବୟସାଧିକ୍ୟ ଲୋକଙ୍କ ମତ ​‌େ​‌ହଉଛି, ପୁରୁଣା ଦିନର ବନ୍ଧୁଙ୍କ ସହ ଏହି ଫେସବୁକରେ ସହଜରେ ଯୋଗାଯୋଗ କରାଯାଇପାରୁଛି। ଏହା ସହ ନିଜର ଗୋପନୀୟତା ମଧ୍ୟ ଜ୍ଞାନକୌଶଳ ସହାୟତାରେ ସେମାନେ ରକ୍ଷା କରିପାରୁଛନ୍ତି। କେହି ଚିହ୍ନା ପରିଚିତ ରାସ୍ତା,ଘାଟରେ ଭେଟ ହୋଇଗଲେ, ତାଙ୍କୁ ପ୍ରଥମେ ପଚରାଯାଉଛି, ଆରେ ତୁ ଫେସବୁକ୍‌ରେ ଅଛୁ ତ?

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories