କୁପୱାଡା ଏନକାଉଣ୍ଟର : ୫ ଆତଙ୍କବାଦୀ ନିହତ

ଶ୍ରୀନଗର : ଉତ୍ତର କଶ୍ମୀରର ଏଲଓସିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଉତ୍ତର କଶ୍ମୀରରେ ଏଲଓସିରେ ସୁରକ୍ଷା କଡାକଡି କରାଯାଇଛି। ଏହି ଏନକାଉଣ୍ଟର କୁପୱାଡାର ଜମଗୁଣ୍ଡ ଅଞ୍ଚଳରେ ହୋଇଥିଲା।

 

Comments are closed.