www.samajalive.in
Tuesday, December 9, 2025
17.1 C
Bhubaneswar

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଗିରଫ

ପଞ୍ଜାବ: ନିର୍ବାଚନ ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଝଟକା । ପଞ୍ଜାବରେ କଂଗ୍ରେସ ନେତୃତ୍ୱାଧୀନ ସରକାରଙ୍କୁ ବଡ଼ ଝଟକା ଲାଗିଛି। ମୁଖ୍ୟମନ୍ତ୍ରୀ ଚରଣଜିତ୍‍ ଚନ୍ନୀଙ୍କ ପୁତୁରାକୁ ଗିରଫ କରିଛି ଇଡି । ବେଆଇନ ଖଣି ଖନନ ଅଭିଯୋଗରେ ଚନ୍ନୀଙ୍କ ପୁତୁରା ଭୂପିନ୍ଦରସିଂ ହନୀଙ୍କୁ ଗିରଫ କରିଛି ଇଡି । ସୂଚନା ମୁତାବକ ଗତକାଲି ଭୂପିନ୍ଦରସିଂ ହନୀଙ୍କୁ ଇଡି ଗିରଫ କରିଥିଲା । ଗରିଫ କରେ ତାଙ୍କୁ ଡାକ୍ତରଖାନା ନେବା ସହ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲା ଇଡି । ଗତ ଜାନୁଆରୀ ମାସରେ ବେଆଇନ ଖଣି ଖନନ ମାମଲାକୁ ନେଇ ଇଡି ଭୂପିନ୍ଦରଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା। ଚଢ଼ଉ କରାଯାଇ ୧୦ କୋଟି ଟଙ୍କା, ୨୧ ଲକ୍ଷ ଟଙ୍କାର ସୁନା, ୧୨ ଲକ୍ଷ ଟଙ୍କାର ରୋଲେକ୍ସ ୱାଚ୍ ଜବତ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories