ଯାଜପୁର: ଯାଜପୁର ଥାନା ଚିତାଳ ଗାଁ ଗାଡ଼ିଆରୁ ଯୁବକର ମୄତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଉଛନ୍ତି ରାଜେଶ କୁମାର କର। ସେ ଶୁକ୍ରବାର ଠାରୁ ନିଖୋଜ ଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ନିଖୋଜ ଯୁବକଙ୍କ ମୃତଦେହ ପୋଖରୀ ମଧ୍ୟରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



