www.samajalive.in
Monday, December 8, 2025
20.1 C
Bhubaneswar

କୃଷକ ନିର୍ମାଣ କଲେ ସ୍ୱପ୍ନର ବିମାନ, ଏୟାରବସ୍‌ ଏ-୩୨୦ ପ୍ରତିକୃତି

ବେଜିଂ .- ଚୀନ୍‌ର ଜଣେ କୃଷକ ଜୁ ହୁଇଙ୍କର ପିଲାଦିନରୁ ବିମାନ ତିଆରି କରିବା ପାଇଁ ମନରେ  ଅନେକ ଆଗ୍ରହ ଥିଲା । ମାତ୍ର ସମୟର ଗତିରେ ସେ କୃଷକ ହୋଇଥିଲେ । ସେ ଜଣେ ସଫଳ ଚାଷୀ ହୋଇ ପାରିଥିଲେ  । ମାତ୍ର ସେ ପିଲାଦିନର ସ୍ୱପ୍ନକୁ ପୂରଣ କରିବା ପାଇଁ କିଛି ଯାନ୍ତ୍ରୀକ ତାଲିମ ନେଇଥିଲେ  ।  ତାଲିମ ନେବା ପରେ ସେ ପ୍ରକୃତ ଆକାରର ଏକ ଏୟାର ବସ୍‌ର ପ୍ରତିକୃତି ନିର୍ମାଣ କରିଛନ୍ତି ।

- Advertisement -

ଏୟାରବସର ପ୍ରତିକୃତି ନିର୍ମାଣ କରିବା ପାଇଁ ତାଙ୍କୁ ୨ ବର୍ଷ ସମୟ ଲାଗିଛି ।  ଏଥିପାଇଁ ସେ  ଭାରତୀୟ ମୁଦ୍ରାରେ ପ୍ରାୟ ୨ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ବିମାନର ଏହି ପ୍ରତିକୃତି ନିର୍ମାଣ କରିବା ପାଇଁ  ୪୫ ୩୪୯ କିଲୋଗ୍ରାମ ଇସ୍ପାତ ବ୍ୟବହାର କରାଯାଇଛି । ଏହ ବିମାନ ପ୍ରତିକୃତିର ଇଞ୍ଜିନ  ଘୁରିବା ସହ ଏହା ଦୂରରୁ  ଅସଲ ବିମାନ ପରି ଦେଖାଯାଉଛି । ଏବେ ଏହାକୁ ସେ ଏକ ବ୍ୟବସାୟୀକ ପ୍ରତିଷ୍ଠାନ କରିବା ପାଇଁ ଯାଉଛନ୍ତି । ଏଥିରେ ଏକ ରେଷ୍ଟାଉରାଣ୍ଟ, ବିବାହ ଫଟୋଗ୍ରାଫି କେନ୍ଦ୍ର ଖୋଲିବା ପାଇଁ ଯ।ଉଛନ୍ତି ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories