କେନ୍ଦୁଝର : ବାରମ୍ବାର ସଚେତନତା ସୃଷ୍ଟି ସତ୍ତ୍ବେ ଅନ୍ଧବିଶ୍ବାସ ଦୂର ହେଉନାହିଁ। ପେଟ ରୋଗ ନ ହେବା ପାଇଁ ଶିଶୁମାନଙ୍କୁ ଚେଙ୍କ ଦିଆଯାଉଥିବାର ଆମେ ଅନେକ ଥର ଶୁଣିଛି। ବୁଧବାର ଦିନ ପୁଣି ଶିଶୁଙ୍କୁ ଦିଆଯାଇଥିବାର ଘଟଣା ସାମନାକୁ ଆସିଛି। ଏପରି ଅଭିଯୋଗ କେନ୍ଦୁଝର ଜିଲା ସଦର ବ୍ଲକ ବରଦାପାଳ ପଞ୍ଚାୟତ ରୁଗୁଡିସାହିରୁ ଆସିଛି। ପେଟ ରୋଗ ନହେବା ପାଇଁ ଗ୍ରାମର ୨୫ପରିବାରର ୫୬ଜଣ ଶିଶୁଙ୍କୁ ଚେଙ୍କ ଦିଆଯାଇଥିବା ଜଣାପଡିଛି। ପୁରୁଣା ବିଶ୍ବାସ ଅନୁଯାୟୀ ଏହି ଚେଙ୍କ ଦିଆଯାଉଥିବାର ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି।
Popular Categories



