www.samajalive.in
Monday, December 8, 2025
27.1 C
Bhubaneswar

କରୋନା ପାଇଁ ବିଏସଏନଏଲ୍ ଆଣିଲା ନୂଆ ପ୍ଲାନ

କରୋନା  ପାଇଁ ବିଭିନ୍ନ କମ୍ପାନୀ ତାର କର୍ମଚାରୀ ମାନଙ୍କୁ ଛୁଟି ଦେଇଥଇବା ବେଳେ  ସେମାନଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି। ଘରେ ବସି କାମ କଲାବେଳେ ସାଧାରଣତଃ ଇଣ୍ଟେରନେଟର ଆବଶ୍ୟାକତା ରହିଥାଏ। ଏହାକୁ ନଜରରେ ରଖି ଭାରତ ସଞ୍ଚାର ନିଗମ ଲିମିଟେଡ୍ ( ବିଏସଏନଏଲ୍ ) ଘରେ ବସି ଅଫିସ କାର୍ଯ୍ୟକରୁଥିବା ବ୍ୟକ୍ତିଙ୍କ ପାଇଁ ଭଲ ଯୋଜନା ଆଣିଛି। ଏହି ପ୍ରିପେଡ୍ ଯୋଜନାଗୁଡିକ ହେଲା –

୧- ବିଏସଏନଏଲର ୯୬ ଟଙ୍କା ପ୍ଲାନ: ବିଏସଏନଏଲ୍ ଏହି ଯୋଜନାରେ ଉପଭୋକ୍ତାମାନେ ପ୍ରତିଦିନ ୧୦ ଜିବି ଡାଟା ପାଇବେତେବେ ଏହି ଯୋଜନାରେ କମ୍ପାନୀ ସେମାନଙ୍କୁ କଲିଂ ଏବଂ ଏସଏମଏସର ସୁବିଧା ଦେବ ନାହିଁଏହି ପ୍ୟାକର ବୈଧତା ୨୮ ଦିନ ରହିଛି।

- Advertisement -

୨- ବିଏସଏନଏଲର୧୦୮ ଟଙ୍କା ପ୍ଲାନ: ଏହି ଯୋଜନାରେ ବିଏସଏନଏଲ୍ ବ୍ୟବହାର କାରୀମାନେ ପ୍ରତିଦିନ ୧ଜିବି ଡାଟା ଏବଂ ୫୦୦ ଏସଏମଏସ ପାଇବେଏଥିସହ, ଯୋକୌଣସି ନେଟୱାର୍କରେ (ଦିଲ୍ଲୀ ଏବଂ ମୁମ୍ବାଇ ସର୍କଲ ସମେତ) କଲ୍ କରିବାକୁ କମ୍ପାନୀ ଉପଭୋକ୍ତାମାନଙ୍କୁ ୨୫୦ ମିନିଟ୍ ଦେଇଛିଏହି ପ୍ୟାକର ବୈଧତା ୨୮ ଦିନ ଅଟେ

୩- ବିଏସଏନଏଲର ୧୧୮ ଟଙ୍କା ପ୍ଲାନ : ଏହି ଯୋଜନାରେ ଆପଣ ପ୍ରତିଦିନ ୫୦୦ ଏମବି ଡାଟା ପାଇବେ। ଏଥିସହ କଲ୍ ପାଇଁ ୨୫୦ ମିନିଟ୍ଦୈନିକ ୧୦୦ଟି ଏସଏମଏସ ପାଇପାରିବେଏହି ପ୍ୟାକର ବୈଧତା ୨୧ ଦିନ ଅଟେ

୪- ବିଏସଏନଏଲର ୧୮୭ ଟଙ୍କା ପ୍ଲାନ : କମ୍ପାନୀ ଏହି ପ୍ଲାନରେ ଦୈନିକ ଜିବି ଡାଟା ସହ ପ୍ରତିଦିନ ୨୫୦ ମିନିଟର କଲ ସୁବିଧା ଦେଉଛିଏହି ଯୋଜନାର ବୈଧତା ୨୮ ଦିନ ଅଟେ

୫- ବିଏସଏନଏଲର ୨୩୬ ଟଙ୍କା ପ୍ଲାନ : ଏହି ପ୍ଲାନରେ ଗ୍ରାହକମାନେ ପ୍ରତିଦିନ ୧୦ଜିବି ଡାଟା ପାଇବେକିନ୍ତୁ ଏଥିରେ କୌଣସି କଲ କିମ୍ବା ଏସଏମଏସର ସୁବିଧା ଦିଆଯାଉ ନାହିଁଏହାର ସମୟ ସୀମା ୮୪ ଦିନ ରହିଛି

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories