www.samajalive.in
Monday, December 8, 2025
27.1 C
Bhubaneswar

ପରୀକ୍ଷା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ରହିଛି ବିପିୟୁଟି : ଏବିଭିପି

ଭୁବନେଶ୍ବର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟରେ ଅନଲାଇନ୍ ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି । ତେବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବାରମ୍ବାର ଦାବି ଓ ଆନ୍ଦୋଳନର ଫଳ ସ୍ୱରୂପ ମୋବାଇଲରେ ଛାତ୍ରଛାତ୍ରି ମାନେ ପରୀକ୍ଷା ଦେଇ ପାରିଲେ । କିନ୍ତୁ ଛାତ୍ରଛାତ୍ରୀ ମାନେ ମୋବାଇଲ ମାଧ୍ୟମରେ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।  ଯଥା ଅଟୋମେଟିକ୍ ଲଗ୍ ଆଉଟ୍ ହୋଇଯିବା , ପ୍ରଶ୍ନ ପତ୍ର ନ ଆସିବା , ଉତ୍ତର ଠିକ୍ ସେ ନ ନେବା ଭଳି ବିଭିନ୍ନ ସମସ୍ୟା ଉପୁଜୁଛି । ଏ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଟେକ୍ନିକାଲ୍ ଷ୍ଟୁଡେଣ୍ଟସ ଫୋରମ୍ ଏହି ସବୁ ତ୍ରୁଟି ସୁଧାରିବା ସହିତ ନିଜର ବାକଅପ୍ ଓ ଯାନ୍ତ୍ରୀକ ସିଷ୍ଟମ ବିପିୟୁଟି ସୁଧାର କରୁ ବୋଲିି କୁଳପତିଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଏହି ଦାବି ଉପରେ କୁଳପତି ଧ୍ୟାନ ଦିଅନ୍ତୁ ଓ ଯାନ୍ତ୍ରୀକ ତ୍ରୁଟିକୁ ତୁରନ୍ତ ସୁଧାର କରନ୍ତୁ ବୋଲି ଟେକ୍ନିକାଲ ଷ୍ଟୁଡେଣ୍ଟ୍ ଫୋରମର ରାଜ୍ୟ ସଂଯୋଜକ ପ୍ରିତମ ଦାସ , ରାଜ୍ୟ ସହ ସଂଯୋଜକ ଶୁଭେନ୍ଦୁ ଶତପଥୀ ଓ ପ୍ରତ୍ୟୁଷ ଦେବାଶିଷ ଦାବି କରିଛନ୍ତି ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories