www.samajalive.in
Monday, December 8, 2025
20.1 C
Bhubaneswar

୯ ଲୋକସଭା, ୫୪ ବିଧାନସଭା ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ଵର: ବହୁ କସରତ ପରେ ସୋମବାର ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୯ଟି ଲୋକସଭା ଆସନ ଏବଂ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏଥିରେ ପ୍ରଥମ ପର୍ଯ୍ୟାୟ ସମେତ ୨ୟ ପର୍ଯ୍ୟାୟର ପ୍ରାର୍ଥୀଙ୍କ ନାମ ରହିଛି। ଲୋକସଭା ଆସନ ମଧ୍ୟରେ କୋରାପୁଟ, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗୀର, ଆସିକା, ବରଗଡ଼, କଳାହାଣ୍ଡି, ବ୍ରହ୍ମପୁର, ସୁନ୍ଦରଗଡ଼ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ୮ଟି ଆସନରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଛି।

୯ଟି ଲୋକସଭା ଆସନ ପାଇଁ ଚୟନ ହୋଇଥିବା ପ୍ରାର୍ଥୀମାନେ ହେଲେ:-

ବଲାଙ୍ଗୀର- କଳିକେଶ ନାରାୟଣ ସିଂହଦେଓ
କନ୍ଧମାଳ- ଅଚ୍ୟୁତ ସାମନ୍ତ
ବରଗଡ଼- ପ୍ରସନ୍ନ ଆଚାର୍ଯ୍ୟ
କୋରାପୁଟ- କୌଶଲ୍ୟା ହିକ୍‌କା
ନବରଙ୍ଗପୁର- ରମେଶ ଚନ୍ଦ୍ର ମାଝି
କଳାହାଣ୍ଡି- ପୁଷ୍ପେନ୍ଦ୍ର ସିଂହଦେଓ
ସୁନ୍ଦରଗଡ଼- ସୁନୀତା ବିଶ୍ଵାଳ
ବ୍ରହ୍ମପୁର- ଚନ୍ଦ୍ରଶେଖର ସାହୁ
ଆସିକା- ପ୍ରମିଳା ବିଶୋୟୀ

- Advertisement -

ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପ୍ରାଥୀ:-

ଜୁନାଗଡ଼- ଦିବ୍ୟଶଙ୍କର ମିଶ୍ର
ବ୍ରହ୍ମପୁର- ବିକ୍ରମ ପଣ୍ଡା
ଛତ୍ରପୁର- ସୁବାସ ଚନ୍ଦ୍ର ବେହେରା
ଆସିକା- ମଞ୍ଜୁଳା ସ୍ବାଇଁ
ସୋରଡ଼ା- ପୂର୍ଣ୍ଣଚନ୍ଦ୍ର ସ୍ବାଇଁ
କନ୍ଧମାଳ- ମହେନ୍ଦ୍ର
ହିଞ୍ଜିଳିକାଟୁ- ନବୀନ ପଟ୍ଟନାୟକ
ଭଞ୍ଜନଗର- ବିକ୍ରମ କେଶରୀ ଆରୁଖ
ବିଜେପୁର- ନବୀନ ପଟ୍ଟନାୟକ
ଟିଟିଲାଗଡ଼- ଟୁକୁନି ସାହୁ
ପାଟଣାଗଡ଼- ସରୋଜ ମେହେର
ସୋନପୁର- ନିରଞ୍ଜନ ପୂଜାରୀ
କଣ୍ଟାବାଞ୍ଝି- ଅଜୟ ଦାସ
ବୀରମହାରାଜପୁର- ପଦ୍ମନାଭ ବେହେରା
ବରଗଡ଼- ଦେବେଶ ଆଚାର୍ଯ୍ୟ
ଅତାବିରା- ସ୍ନେହାଙ୍ଗିନୀ ଛୁରିଆ
ଭଟଲି-ସୁଶାନ୍ତ ସିଂହ
ପଦ୍ମପୁର- ବିଜୟ ରଞ୍ଜନ ସିଂ ବରିହା
ଝାରସୁଗୁଡ଼ା- ନବକିଶୋର ଦାସ
ରାଉରକେଲା- ସାରଦା ନାୟକ
ସାନଖେମୁଣ୍ଡି- ନନ୍ଦିନୀ ଦେବୀ
ପୋଲସରା- ଶ୍ରୀକାନ୍ତ ସାହୁ
କବିସୂର୍ଯ୍ୟନଗର- ଲତିକା ପ୍ରଧାନ
ଭବାନୀପାଟଣା- ଦୁଷ୍ମନ୍ତ ନାଏକ
ଚିକିଟି- ଉଷା ଦେବୀ
ନୂଆପଡ଼ା-ରାଜେନ୍ଦ୍ର ଢୋଲକିଆ
ଖଲ୍ଲିକୋଟ- କେ.କେ. ସୂର୍ଯ୍ୟମଣି
ବାଲିଗୁଡ଼ା- ଚକ୍ରଧର କହଁର
ଜି.ଉଦୟଗିରି- ସାଲୁଗା ପ୍ରଧାନ
ବୌଦ୍ଧ- ପ୍ରଦୀପ କୁମାର ଅମାତ
କଣ୍ଟାମାଳ- ମହୀଧର ରଣା
ଦଶପଲ୍ଲା- ରମେଶ ବେହେରା
ନର୍ଲା- ଭୂପିନ୍ଦର ସିଂହ
ଚିତ୍ରକୋଣ୍ଡା- ପୂର୍ଣ୍ଣଚନ୍ଦ୍ର ବାକା
କୋରାପୁଟ- ରଘୁରାମ ପାଡାଲ
ଲକ୍ଷ୍ମୀପୁର-ପ୍ରଭୁ ଜାନୀ
ଜୟପୁର- ରବି ନାରାୟଣ ନନ୍ଦ
ଖରିଆର- ଲମ୍ବୋଦର ନିଅଲ
ଗୋପାଳପୁର- ଡ. ପ୍ରଦୀପ କୁମାର ପାଣିଗ୍ରାହୀ
ମୋହନା- ପୂର୍ଣ୍ଣବାସୀ ନାୟକ
ପାରଳାଖେମୁଣ୍ଡି- କଲ୍ୟାଣୀ ଗଜପତି
ସୁନ୍ଦରଗଡ଼-ଯୋଗେ ଶକୁମାର ସିଂହ
ରାଜଗାଙ୍ଗପୁର- ମଙ୍ଗଲ କିଶାନ
ତାଳସରା- ଷ୍ଟିଫେନ ସୋରେନ
ରଘୁନାଥପାଲି- ସୁବ୍ରତ ତରାଇ
ବଣାଇ- ରଞ୍ଜିତ କିଶାନ
ଧର୍ମଗଡ଼- ମୌସୁଦି ବାଗ୍‌
ଦିଗପହଣ୍ଡି- ସୂର୍ଯ୍ୟନାରାୟଣ ପାତ୍ର
ବିଷମ କଟକ-ଜଗନ୍ନାଥ ସାରକା
ଗୁଣପୁର- ରଘୁରାମ ଗମାଙ୍ଗ
ନବରଙ୍ଗପୁର- ସଦାଶିବ ପ୍ରଧାନ
ଉମରକୋଟ- ସୁବାସ ଗଣ୍ଡ
ଡାବୁଗାଁ- ମନୋହର ରନ୍ଧାରୀ
କୋଟପାଡ଼-ପଦ୍ମିନୀ ଦିଆନ

 

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories