ବାଇକକୁ ଧକ୍କା ଦେଲା ଟ୍ରେଲର, ୩ ମୃତ

କେନ୍ଦୁଝର : ଟ୍ରେଲର ଧକ୍କାରେ ୩ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଗାଁ ଥାନା ଢେଙ୍କିକୋଟ ଲଙ୍ଗଳକଣ୍ଟି ଗାଁ ନିକଟ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି । ମୃତକ ସମସ୍ତେ ନିଜ ଗାଁକୁ ଫେରୁଥିବା ବେଳେ ଟ୍ରେଲର ବାଇକକୁ ଧକ୍କା ଦେଇଥିଲା । ଏଥିରେ ୩ ଯୁବକଙ୍କ ମୃତ୍ୟୁ ହୋଇଛି ।

Comments are closed.