ରେଙ୍ଗାଲି : ରେଙ୍ଗାଲି ବ୍ଳକ୍ ର ଠେଲକୁଲି ଠାରେ ଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟ ଆଉ କିଛି ଦିନ ପରେ ଖୋଲିବାକୁ ଯାଉଥିବାରୁ ଆଜି ଭୂଷଣ ଷ୍ଟିଲ୍ କମ୍ପାନୀ ପକ୍ଷରୁ ସ୍କୁଲ ପରିସର ଏବଂ ସମସ୍ତ କୋଠରି ରେ ଔଷଧ ସିଞ୍ଚନ କରାଯାଇ ବିଶୋଧନ କରଯାଇଛି। ଠେଲକୁଲି ସରପଞ୍ଚ ଏବଂ ସ୍କୁଲ ପରିଚାଳନାକମିଟିର ସଭ୍ୟଙ୍କ ଅନୁରୋଧ କ୍ରମେ କମ୍ପାନୀ ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ ସମ୍ପାଦନ କରଯାଇଥିବାର ଜଣାପଡିଛି।
Popular Categories



