www.samajalive.in
Monday, December 8, 2025
27.1 C
Bhubaneswar

ନିୟମିତ ଗାୟତ୍ରୀ ମନ୍ତ୍ର ଜପ କଲେ ମିଳେ ଅନେକ ଶୁଭଫଳ

ବେଦରେ ଗାୟତ୍ରୀ ମନ୍ତ୍ରର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ବେଦ ଅନୁଯାୟୀ, ଯଦି ଆପଣ ନିୟମିତ ୩ ଥର ଗାୟତ୍ରୀମନ୍ତ୍ରର ଜପ କରନ୍ତି , ତେବେ ନକରାତ୍ମକ ଶକ୍ତି ଠାରୁ ଆପଣ ସବର୍ଦା ଦୂରରେ ରହିବେ।
ଏହି ମନ୍ତ୍ର ଜପ କରିବା ଦ୍ୱାରା କର୍ମକ୍ଷେତ୍ରରେ, ବ୍ୟବସାୟରେ, ବିଦ୍ୟାର୍ଥୀ, ଘରୋଇ ମହିଳା ସଭିଁଙ୍କ ଦୁଃଖ , କଷ୍ଟ ଦୂର ହୋଇଥାଏ।
ବିଦ୍ୟାର୍ଥୀଙ୍କ ପାଇଁ ଏହି ମନ୍ତ୍ର ବେଶ ଲାଭଦାୟକ। ନିୟମିତ ଏହି ମନ୍ତ୍ରକୁ ୧୦୮ ଥର ଜପ କଲେ ସେମାନଙ୍କର ସମସ୍ତ ବାଧାବିଘ୍ନ ଦୂର ହେବା ସହ ପାଠ ଭଲ ଭାବେ ମନେ ରହିଥାଏ। ଯେଉଁମାନେ ପାଠ ମନେ ରଖିବାକୁ କଷ୍ଟ ହେଉଥାଏ, ସେମାନଙ୍କ ସମସ୍ୟା ମଧ୍ୟ ଦୂର ହୋଇଥାଏ। ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।
ନିଜ କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଉନ୍ନତି ପାଇବା ପାଇଁ ନିୟମିତ ଏହି ମନ୍ତ୍ରର ଜପ କରନ୍ତୁ।
ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଏହି ମନ୍ତ୍ର ଜପ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories