www.samajalive.in
Monday, December 8, 2025
27.1 C
Bhubaneswar

ପଥର ଗାଡି ଜବତ, ଜଣେ ଗିରଫ 

ବେଗୁନିଆ : ବେଗୁନିଆ ତହସିଲ ଅଞ୍ଚଳରେ ଥିବା ବହୁ ବେଆଇନ ପଥର ଖଣିରୁ ପଥର ମାଫିଆମାନେ ରାତି ଅଧିଆ ପଥର କାଟି ଚୋରା ଚାଲାଣ କରୁଛନ୍ତି ।ଆଜି ଡିଙ୍ଗର ଗ୍ରାମରେ ଥିବା ବେଆଇନ ପଥର ଖଣିରୁ ପଥର ବୋଝେଇ କରି ଏକ ମିନିଟ୍ରକ ସିମୋର ଅଭିମୁଖେ ଯାଉଥିବାବେଳେ ବାଘମାରୀ ପୁଲିସ ଖବର ପାଇ ଗାଡିଟିକୁ ଗୋଡ଼ାଇ ସିମୋର ବାଘମାରୀ ରାସ୍ତାରୁ ଧରି ଥାନାକୁ ଆଣିଥିଲା । ବାଘମାରୀ ଥାନାରେ ଉକ୍ତ ଗାଡି ମାଲିକଙ୍କ ନାମରେ ମୋକଦମା ରୁଜୁ କରାଯାଇଥିବାବେଳେ ଗାଡି ଚାଳକ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories