www.samajalive.in
Tuesday, December 9, 2025
17.1 C
Bhubaneswar

ପାକିସ୍ତାନର ନକ୍‌ଭି ଫେରାଇଲେ ଏସିଆ କପ୍‌ – ବିସିସିଆଇ ଦେଇଥିଲା ଏହି ଧମକ

ଦୁବଇ- ଚଳିତ ଥର ଭାରତ ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଛି । ମାତ୍ର ଏସିସି ତଥା ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଅଧ୍ୟକ୍ଷ ମୋହସିନ୍‌ ନକଭିଙ୍କଠାରୁ ଏହି କପ୍‌ ଗ୍ରହଣ କରିବା ପାଇଁ ଭାରତୀୟ ଟିମ୍‌ ମନା କରିଦେଇଥିଲା । ନକ୍‌ଭି ଏସିଆ କପ୍‌କୁ ନିଜ ସାଙ୍ଗରେ ନେଇଯାଇଥିଲେ । ସେ ଏହାକୁ ଫେରାଇବା ପାଇଁ ମନା କରିଦେଇଥିଲେ ।

ମଙ୍ଗଳବାରରେ ଏସିସିର ବୈଠକରେ ମଧ୍ୟ ସେ କପ୍‌ ଫେରାଇବା ପାଇଁ ମନା କରିଥିଲେ । ବିସିସିଆଇ ଏନେଇ ଆଇସିସିରେ ଅଭିଯୋଗ କରିବା ସହ ତାଙ୍କୁ ହଟାଇବା ପାଇଁ ମହାଭିଯୋଗ ଆଣିବ ବୋଲି ଚେତାବନୀ ଦେଇଥିଲା ।ଏହାପରେ ନକ୍‌ଭି ଏସିଆ କପ୍‌କୁ ଏସିସି କାର୍ଯ୍ୟାଳୟରେ ଫେରସ୍ତ କରିଛନ୍ତି ।

- Advertisement -

ଏବେ ଏହି ଟ୍ରଫିକୁ କେମିତି ଦିଆଯିବ ସେ ବିଷୟରେ ଏସିସି କର୍ମକର୍ତ୍ତା ନିଷ୍ପତ୍ତି ନେବେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories