ବଂଶବୁଡ଼ାକୁ ଆଜୀବନ କାରାଦଣ୍ଡ
ବାରିପଦା: ବାରିପଦା ଟ୍ରିପଲ ମର୍ଡର ଘଟଣାରେ ଦୋଷୀକୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ହତ୍ୟାକାରୀ ମଙ୍ଗଲ ମାରାଣ୍ଡିକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ପ୍ରଥମ ଶ୍ରେଣୀ ଜିଲା ଅତିରିକ୍ତ ଦୌରାଜଜ। ପାରିବାରିକ କଳହରୁ ସ୍ତ୍ରୀ, ପୁଅ ଓ ଝିଅକୁ ହାଣି ହତ୍ୟା କରିଥିଲାହତ୍ୟାକାରୀ ମଙ୍ଗଲ ମାରାଣ୍ଡି। ପ୍ରମାଣ ନଷ୍ଟ ପାଇଁ ୩ଜଣଙ୍କୁ ଘର ଭିତରେ ପୋଡ଼ି ଦେଇଥିଲା। ୨୦୨୨ ମେ’ ୧୩ରେ ଝାରପୋଖରିଆ ଥାନା ଢିପସାହିରେ ଘଟିଥିଲା ହତ୍ୟାକାଣ୍ଡ।
Comments are closed.